• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ssc Recruitment 2022

If you have an engineering degree you will get govt job
ଇଂଜିନିୟରିଂରେ ଡିଗ୍ରୀ ଅଛି କି, SSCରେ ଚାକିରି; ଦରମା ୧.୧୨ ଲକ୍ଷ

SSC ଜୁନିୟର ଇଞ୍ଜିନିୟର ପଦବୀ ପୂରଣ କରିବାକୁ ଆବେଦନକୁ ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଅନେକ ପୋଷ୍ଟ୍‌ ପୂରଣ ହେବ।

SSC Recruitment 2022
ନାଭିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ହୁଅନ୍ତୁ ଅଫିସର୍

ଏସ୍‌ଏସ୍‌ସି ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେତେ ପଦବୀ ଖାଲି ଆଉ ଆବେଦନର ଶେଷ ତାରିଖ।

SSC phase-10 notification out for 2064 post
SSCରେ ଚାକିରି ସୁଯୋଗ; ଖାଲି ପଡିଛି ୨୦୬୪ଟି ପଦବୀ

SSC ଫେଜ୍ -୧୦ ଅଧୀନରେ ହଜାର ହଜାର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ପ୍ରକାଶିତ ନିଯୁକ୍ତି ଦ୍ୱାରା ମୋଟ ୨୦୬୪ଟି ପଦବୀ ଖାଲି ପଡିଛି। ସିବିଟି ମୋଡ୍‌ରେ ହେବାକୁ ଥିବା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

SSC Recruitment 2022: Important Notice For MTS, Havaldar Exam Aspirants
SSC ନିଯୁକ୍ତି ୨୦୨୨ : ଗୁରୁତ୍ୱପୂର୍ଣ୍ଣ ସୂଚନା

ସରକାରଙ୍କ ବିଭିନ୍ନ ବିଭାଗରେ ମଲ୍ଟି-ଟାସ୍କିଂ (ଅଣ-ବୈଷୟିକ) କର୍ମଚାରୀ ଏବଂ ହାବିଲଦାର (ସିବିଆଇସି ଏବଂ ସିବିଏନ୍) ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଷ୍ଟାଫ୍ ସିଲେକ୍‌ସନ କମିଶନ (ଏସ୍.ସି.ସି) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।