ଚହର CSK ପାଇଁ ଖେଳିଥିବାରୁ, ତାଙ୍କ ଭଉଣୀ କଟ୍ଟପ୍ପାଙ୍କ ଉଦାହରଣ ଦେଇ ଏହା ଦେଖାଇଥିଲେ ଯେ ଦୀପକ ଚହର ଚେନ୍ନାଇ ସୁପର କିଙ୍ଗ୍ସକୁ ଧୋକା ଦେଇଛନ୍ତି ।
ଚେନ୍ନାଇର ବିଜୟ ଅପେକ୍ଷା, ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବୋଲରଙ୍କ ବିଷୟରେ ବେଶ୍ ଆଲୋଚନା ହେଉଛି । ଯାହାଙ୍କ ନାମ ଏହି ମ୍ୟାଚ୍ ପୂର୍ବରୁ ବହୁତ କମ୍ ଲୋକ ଜାଣିଥିଲେ ।
ଆଇପିଏଲର ଦୁଇଟି ସଫଳ ଟିମ୍ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍ ଦୌଡରୁ ଦୂରେଇ ଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।