ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ତିଥି – ୩ୟା ଦିବା ୦୩/୧୭ ଗତେ ୪ର୍ଥୀ ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବୃଷ, ସିହଂ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ।
Also Read
ଶୁଭ ସମୟ-
ଦିବା ୧୦/୧୧ ରୁ ୧୨/୧୭
ଦିବା ୦୩/୦୮ ରୁ ୦୩/୪୭
ରାତ୍ରି ୦୭/୪୭ ରୁ ୦୭/୫୨
ରାତ୍ରି ୧୧/୨୯ ରୁ ୦୧/୩୯
ରାତ୍ରି ୦୩/୦୫ ରୁ ୦୩/୫୪
ଅଶୁଭ ସମୟ-
ଋାହୁକାଳ - ଦିବା ୦୮/୩୩ ରୁ ୧୦/୧୧
କାଳବେଳା - ପ୍ରାତଃ ୦୫/୧୫ ରୁ ୦୬/୫୪
ଦିବା ୦୪/୪୭ ରୁ ୦୬/୨୫
ବାରବେଳା – ଦିବା ୦୧/୨୯ ରୁ ୦୩/୦୮
କାଳରାତ୍ରି - ସନ୍ଧ୍ୟା ୦୬/୨୫ ରୁ ୦୭/୪୭
ରାତ୍ରି ୦୩/୫୪ ରୁ ୦୫/୧୫
ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ:
ଅଶ୍ୱନୀ - ଅପ୍ରିୟ କଥା କହି ଅପମାନିିତ ହୋଇ ପାରନ୍ତି
ଦ୍ୱିଜା – ପରିବାରରେ ନିଜ ନିଜ ଭିତରେ ଶତୃତା ଭାବ ସୃଷ୍ଟି ହେବ
କୃତିକା – ଅଯଥା ଖର୍ଚ୍ଛାନ୍ତରେ ପଡି ପାରନ୍ତି
ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ
ବୃଷ:
କୃତିକା - ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ଖୁସି ରହିବେ
ରୋହିଣୀ – ସ୍ଥଗିତ କାମ ପୁଣିଥରେ ଆରମ୍ଭ ହେବ
ମୃଗଶିରା – ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ
ମିଥୁନ:
ମୃଗଶିରା - ଅନ୍ୟର ପରାମର୍ଶ ଆପଣଙ୍କର ଲାଭ ଦାୟକ ହୋଇପାରେ
ଆଦ୍ରା - ମାଲିମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି
ପୁନର୍ବସୁ – ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କର୍କଟ:
ପୁନର୍ବସୁ - ଅଧିକ ସମୟ ପୂଜା ପାଠରେ ବିତିବ
ପୁଷ୍ୟା – ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ
ଅଶ୍ଳେଷା – ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ
ପ୍ରତିକାର –ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ
ସିଂହ:
ମଘା – ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ
ପୂ , ଫାଲଗୁନୀ - ପୁରୁଣା କଳହ ସାମ୍ମାକୁ ଆସିପାରେ
ଉ ,ଫାଲଗୁନୀ – ନୂଆ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
କନ୍ୟା:
ଉ , ଫାଲଗୁନୀ – କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ
ହସ୍ତା – ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ
ଚିତ୍ରା – କାମରେ ନୂଆ ପ୍ରଦର୍ଶନ କରିବେ
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ ।
ତୁଳା:
ଚିତ୍ରା – ଶତୃ ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ
ସ୍ୱାତୀ – କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ
ବିଶାଖା – ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କାରନ୍ତୁ
ବିଛା:
ବିଶାଖା – ଧନ ପ୍ରାପ୍ତିର ଭଲ ଯୋଗ ରହିଛି
ଅନୁରାଧା – ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ
ଜ୍ୟେଷ୍ଠା – ଆପଣ ସକାରତ୍ମକ ରହିବେ
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ:
ମୂଳା – ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ପୂ , ଷାଢା – ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିବେ ।
ଉ , ଷାଢା – ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ
ମକର:
ଉ , ଷାଢା - ମନରେ ନୂଆ ଆଶା ସୃଷ୍ଟି ହେବ
ଶ୍ରବଣା – ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ
ଧନିଷ୍ଠା – ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ
ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ
କୁମ୍ଭ:
ଧନିଷ୍ଠା – ବ୍ୟବସାୟୀ ଆଶା ଜନକ ଫଳ ପାଇବେ
ଶତଭିଷା – ମନ ଅଶାନ୍ତରୁ ମୁକ୍ତ ରହିବ
ପୂ , ଭାଦ୍ରପଦ – ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।
ମୀନ:
ପୂ , ଭାଦ୍ରପଦ - ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ
ଉ , ଭଦ୍ରପଦ - ଛାତ୍ରିଙ୍କୁ ସହପାଠୀଙ୍କ ସହଯୋଗ ମିଳିବ
ରେବତୀ – ମହିଳା ବ୍ୟବସାୟୀ ଲାଗି ଦିନଟି ଶୁଭ ରହିବ
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)
ମୋ-9439050099