• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ତିଥି – ୩ୟା ଦିବା ୦୩/୧୭ ଗତେ ୪ର୍ଥୀ ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବୃଷ, ସିହଂ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ।

ଶୁଭ ସମୟ-

ଦିବା ୧୦/୧୧ ରୁ ୧୨/୧୭

ଦିବା ୦୩/୦୮ ରୁ ୦୩/୪୭

ରାତ୍ରି ୦୭/୪୭ ରୁ ୦୭/୫୨

ରାତ୍ରି ୧୧/୨୯ ରୁ ୦୧/୩୯

ରାତ୍ରି ୦୩/୦୫ ରୁ ୦୩/୫୪

ଅଶୁଭ ସମୟ-

ଋାହୁକାଳ - ଦିବା ୦୮/୩୩ ରୁ ୧୦/୧୧

କାଳବେଳା - ପ୍ରାତଃ ୦୫/୧୫ ରୁ ୦୬/୫୪

ଦିବା ୦୪/୪୭ ରୁ ୦୬/୨୫

ବାରବେଳା – ଦିବା ୦୧/୨୯ ରୁ ୦୩/୦୮

କାଳରାତ୍ରି - ସନ୍ଧ୍ୟା ୦୬/୨୫ ରୁ ୦୭/୪୭

ରାତ୍ରି ୦୩/୫୪ ରୁ ୦୫/୧୫

ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:

ଅଶ୍ୱନୀ - ଅପ୍ରିୟ କଥା କହି ଅପମାନିିତ ହୋଇ ପାରନ୍ତି

ଦ୍ୱିଜା – ପରିବାରରେ ନିଜ ନିଜ ଭିତରେ ଶତୃତା ଭାବ ସୃଷ୍ଟି ହେବ

କୃତିକା – ଅଯଥା ଖର୍ଚ୍ଛାନ୍ତରେ ପଡି ପାରନ୍ତି

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ:

କୃତିକା - ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ଖୁସି ରହିବେ

ରୋହିଣୀ – ସ୍ଥଗିତ କାମ ପୁଣିଥରେ ଆରମ୍ଭ ହେବ

ମୃଗଶିରା – ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ

ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ:

ମୃଗଶିରା - ଅନ୍ୟର ପରାମର୍ଶ ଆପଣଙ୍କର ଲାଭ ଦାୟକ ହୋଇପାରେ

ଆଦ୍ରା - ମାଲିମକଦ୍ଦମାରେ ଜୟଯୁକ୍ତ ହୋଇ ପାରନ୍ତି

ପୁନର୍ବସୁ – ବେକାରୀଙ୍କୁ ଚାକିରିର ସୁଯୋଗ ଆସିପାରେ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ:

ପୁନର୍ବସୁ - ଅଧିକ ସମୟ ପୂଜା ପାଠରେ ବିତିବ

ପୁଷ୍ୟା – ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ

ଅଶ୍ଳେଷା – ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ

ପ୍ରତିକାର –ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ

ସିଂହ:

ମଘା – ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ

ପୂ , ଫାଲଗୁନୀ - ପୁରୁଣା କଳହ ସାମ୍ମାକୁ ଆସିପାରେ

ଉ ,ଫାଲଗୁନୀ – ନୂଆ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ

ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:

ଉ , ଫାଲଗୁନୀ – କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ

ହସ୍ତା – ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ

ଚିତ୍ରା – କାମରେ ନୂଆ ପ୍ରଦର୍ଶନ କରିବେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ ।

ତୁଳା:

ଚିତ୍ରା – ଶତୃ ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ

ସ୍ୱାତୀ – କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ

ବିଶାଖା – ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କାରନ୍ତୁ

ବିଛା:

ବିଶାଖା – ଧନ ପ୍ରାପ୍ତିର ଭଲ ଯୋଗ ରହିଛି

ଅନୁରାଧା – ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ

ଜ୍ୟେଷ୍ଠା – ଆପଣ ସକାରତ୍ମକ ରହିବେ

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ:

ମୂଳା – ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ପୂ , ଷାଢା – ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିବେ ।

ଉ , ଷାଢା – ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର:

ଉ , ଷାଢା - ମନରେ ନୂଆ ଆଶା ସୃଷ୍ଟି ହେବ

ଶ୍ରବଣା – ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ

ଧନିଷ୍ଠା – ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ

ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ

କୁମ୍ଭ:

ଧନିଷ୍ଠା – ବ୍ୟବସାୟୀ ଆଶା ଜନକ ଫଳ ପାଇବେ

ଶତଭିଷା – ମନ ଅଶାନ୍ତରୁ ମୁକ୍ତ ରହିବ

ପୂ , ଭାଦ୍ରପଦ – ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।

ମୀନ:

ପୂ , ଭାଦ୍ରପଦ - ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ

ଉ , ଭଦ୍ରପଦ - ଛାତ୍ରିଙ୍କୁ ସହପାଠୀଙ୍କ ସହଯୋଗ ମିଳିବ

ରେବତୀ – ମହିଳା ବ୍ୟବସାୟୀ ଲାଗି ଦିନଟି ଶୁଭ ରହିବ

ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)

ମୋ-9439050099