• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ତିଥି – ୨ୟା ଦିବା ୦୧/୦୯ ଗତେ ୩ୟା ଚନ୍ଦ୍ର – କର୍କଟ ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦିବା ୦୧/୦୯ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ ୦୬/୦୭ ରୁ ୦୭/୦୦

ଦିବା ୧୨/୧୬ ରୁ ୦୨/୫୫

ସନ୍ଧ୍ୟା ୦୬/୨୫ ରୁ ୦୮/୩୫

ରାତ୍ରି ୧୨/୫୫ ରୁ ୦୩/୦୫

ରାତ୍ରି ୦୩/୪୮ ରୁ ୦୫/୧୫

ଅଶୁଭ ସମୟ-

ଋାହୁକାଳ - ଦିବା ୧୦/୧୧ ରୁ ୧୧/୫୦

କାଳବେଳା - ଦିବା ୧୦/୧୧ ରୁ ୧୧/୫୦

ବାରବେଳା – ପ୍ରାତଃ ୦୮/୩୨ ରୁ ୧୦/୨୫

କାଳରାତ୍ରି - ରାତ୍ରି ୦୯/୦୮ ରୁ ୧୦/୨୯

ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:

ଅଶ୍ୱନୀ – ପେସାଦାର ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ

ଦ୍ୱିଜା – ଆପଣଙ୍କ ଉପରେ କାମରେ ବୋଝ ଅଧିକ ରହିବ

କୃତିକା – ଅନ୍ୟମାନଙ୍କ ସହିତ କଥା ହେବା ଠିକ୍ ଭାଷା ପ୍ରୟୋଗ କରନ୍ତୁ

ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ:

କୃତିକା - ଦିନଟି ଆପଣଙ୍କ ଲାଗି ଭଲ ରହିବ

ରୋହିଣୀ – ବଡରୁ ବଡ ସମସ୍ୟାର ସମାଧାନ ବାହାରିବ

ମୃଗଶିରା - ଆପଣଙ୍କ କନ୍ୟା ଲାଗି ବିବାହ ପ୍ରସ୍ତାବ ଆସିବ

ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା - ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ

ଆଦ୍ରା – ସବୁ କାମ ନିର୍ଦ୍ଧାରିତ ସମୟ ରେ ସଂପୂର୍ଣ୍ଣ କରିବେ

ପୁନର୍ବସୁ - ଜମିରେ ନିବେଶ ପାଇଁ ଭଲ ଦିନଟିଏ

ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

କର୍କଟ:

ପୁନର୍ବସୁ - କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ

ପୁଷ୍ୟା – ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ

ଅଶ୍ଳେଷା - ବିବାହ କରିବା ଲାଗି ନିଷ୍ପତି ନେଇ ପାରନ୍ତି

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ:

ମଘା – ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ

ପୂ , ଫାଲଗୁନୀ - ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ

ଉ ,ଫାଲଗୁନୀ – ଠକାମିର ଶିକାର ହୋଇ ପାରନ୍ତି

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

କନ୍ୟା:

ଉ , ଫାଲଗୁନୀ – ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ କରିବେ

ହସ୍ତା – ଛାତ୍ରଛାତ୍ରୀ ପରିକ୍ଷାରେ ଭଲ କରିବେ

ଚିତ୍ରା – ନିଜର ଜୀବନ ସାଥିଙ୍କୁ ସମୟ ଦେବେ

ପ୍ରତିକାର - ସକାଳୁ କୁକୁର,କାଉକୁ ଖାଇବାକୁ ଦିଅନ୍ତୁ

ତୁଳା:

ଚିତ୍ରା – ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ

ସ୍ୱାତୀ – କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ

ବିଶାଖା – ଅଫିସ୍‌ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ

ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା:

ବିଶାଖା – କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ

ଅନୁରାଧା – ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ୱାନ ଆସିପାରେ

ଜ୍ୟେଷ୍ଠା – ବିବେକ ପ୍ରୟୋଗ କରି ସବୁ କାମକୁ ହାସଲ କରିବେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ:

ମୂଳା –ଅଧିକାର ଜାହିର କରିବା ପ୍ରବୃତରୁ ନିବୃତ ରୁହନ୍ତୁ

ପୂ , ଷାଢା –ପରିବାରରେ ଅଶାନ୍ତି ଦେଖାଦେଇ ପାରେ

ଉ , ଷାଢା – ବିରୋଧୀ ମାନେ ନିଜର କ୍ଷତି କରିପାରନ୍ତି

ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର:

ଉ , ଷାଢା - ଅଫିସ୍‌ରେ ନୂଆ ଦାୟିତ୍ୱ ପାଇ ପାରନ୍ତି

ଶ୍ରବଣା – ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ

ଧନିଷ୍ଠା – ବାଟରେ ଯିବା ସମୟରେ କୈାଣସି ବନ୍ଧୁଙ୍କ ସହିତ ଭେଟ ହୋଇପାରେ

ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ:

ଧନିଷ୍ଠା – ପୁରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ

ଶତଭିଷା – ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ

ପୂ , ଭାଦ୍ରପଦ – ଘରୋଇ କଂପାନୀରେ ଚାକିରି ମିଳିପାରେ

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ମୀନ:

ପୂ , ଭାଦ୍ରପଦ - ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ

ଉ , ଭଦ୍ରପଦ - ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ରେବତୀ – ଲାଗିରହିଥିବା ମତାନ୍ତର ଦୂର ହୋଇଯିବ

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)

ମୋ-9439050099