• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Siddharth Malhotra

Kiara Advani returns to shooting after pregnancy announcement
Kiara Advani: ପ୍ରେଗ୍‌ନାନ୍ସୀ ସୂଚନା ଦେଇ ସୁଟିଂ ସେଟ୍‌କୁ ଫେରିଲେ

ବି-ଟାଉନର ସୁନ୍ଦର ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ନିଜ ପ୍ରେଗ୍‌ନାନ୍ସୀକୁ ନେଇ ଖୁବ୍ ଖୁସି ଅଛନ୍ତି। ଏହି ଖବର ଦେବାପରେ ସମସ୍ତେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଦେବା ନଜର ଆସିଛନ୍ତି। ଏହି ଖୁସି ଖବର ଦେଇ ଅଭିନେତ୍ରୀ କାମକୁ ଫେରିଛନ୍ତି। ଗର୍ଭାବସ୍ଥାରେ ମଧ୍ୟ ଅଭିନେତ୍ରୀ ସୁଟିଂ ଜାରି ରଖିଛନ୍ତି। ଫଟୋରେ କିଛି ଝଲକ…

Yodha teaser release sidharth malhotra has seen in action once again
Teaser Release: ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ଫିଲ୍ମ ‘ଯୋଦ୍ଧା’ର ଟିଜର; ଏହିଦିନ ହେବ ରିଲିଜ୍

ଦୀର୍ଘ ଦିନ ଧରି ମୁକ୍ତିଲାଭ ଅପେକ୍ଷା କରିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର। ଏହି ଫିଲ୍ମର ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପରଦାରେ ନିଜର ଆକ୍ସନ ଦେଖେଇବାକୁ ପ୍ରସ୍ତୁତ।

Indian police force teaser release
Teaser Release: ଆସିଲା ରୋହିତ ଶେଟ୍ଟୀଙ୍କ ପୋଲିସ୍ ସିରିଜ୍‌ର ଟିଜର୍; ଆକ୍ସନ ପ୍ୟାକ୍‌ରେ ଭରପୂର

ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍‌ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍‌କୁ ଅପେକ୍ଷା କରିଥିଲେ। ଏବେ ଏହାର ଅନ୍ତ ହେଇଛି।

Kiara advani without sindoor and mangalsutra
କିଆରାଙ୍କୁ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ଦେଖି ଲୋକେ କହିଲେ କାହିଁକି ବାହା ହେଲ

ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…

Kiara Advani seems pregnant like alia bhatt before marriage
ଚର୍ଚ୍ଚାରେ କିଆରା ଆଡ୍‌ଭାନୀ; ଅଛନ୍ତି କି ଗର୍ଭବତୀ

କିଆରା ଆଡ୍‌ଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ୪ ଦିନ ହୋଇନି। କିଆରା ଗର୍ଭବତୀ ହେବା କଥା ନେଇ ଚର୍ଚ୍ଚା ଜୋର୍ ଧରିଲାଣି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…

Kangana ranaut praises couple sidharth malhotra and kiara advani
କିଆରା ଏବଂ ସିଦ୍ଧାର୍ଥ ଡେଟିଂ କରୁଥିଲେ, କିନ୍ତୁ କୌଣସି ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ: କଙ୍ଗନା

କଙ୍ଗନା ରାଣାୱତ ସିଡ୍-କିଆରାଙ୍କ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ସେମାନଙ୍କ ଫଟୋ ଶେୟାର କରି ‘ଡେଟିଂ’ର ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତର ଦେଇ ଏମିତି କହିଛନ୍ତି କଙ୍ଗନା ରାଣାୱତ।

Sidharth malhotra kiara advani raataan lambiyan song crosses 730 million views
ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡ୍‌ଭାନୀଙ୍କ ପ୍ରେମର ଗୀତ

ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରେମ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁ ମହଲରେ ଏବେ ସେମାନଙ୍କ ପ୍ରେମର ଆଲୋଚନା। ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାରା ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Siddharth Malhotra
“ମୁଁ ଫିଲ୍ମକୁ ନେଇ ଖୁସି ଅଛି, ପୁରସ୍କାର ବିଷୟରେ ଚିନ୍ତାକରୁନି”

ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ‘ଶେର୍‌ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ଖୁସିର ସୀମା ପାର ହୋଇଛି। ଫିଲ୍ମରେ ସିଦ୍ଧାର୍ଥ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଭୂମିକା ନିଭେଇ ସମସ୍ତଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି। କିୟାରା ଆଡଭାନୀଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳେ। ତେବେ ସିଦ୍ଧାର୍ଥ ଏହି ଫିଲ୍ମର ସଫଳତା ମଧ୍ୟରେ ସିଦ୍ଧାର୍ଥ ତାଙ୍କର ନୂଆ ସିନେମା ‘ମିସନ ମଞ୍ଜୁ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକମାନକୁ ଏହି ଖବର ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରି ଜଣେଇଛନ୍ତି।