Advertisment

'ନିଜ ରୋଜଗାରର କିଛି ଅଂଶ ଗରିବଙ୍କ ପାଇଁ ବିନିଯୋଗ କର'

ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
President Droupadi Murmu Odisha Visit

President Droupadi Murmu

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓକିଲ। ଓଡ଼ିଶାର ମଧୁ ବାରିଷ୍ଟର ମୁକ୍ତି ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କୁ ନ୍ୟାୟ ଦେବା ଗୁରୁତ୍ୱପୂର୍ଣ୍ଣ। ନିଜ ରୋଜଗାରର କିଛି ଅଂଶ ଗରିବ, ଅସହାୟଙ୍କ ପାଇଁ ବିନିଯୋଗ କର। ନିଜ ଦକ୍ଷତାର କିଛି ଅଂଶ ଗରିବ, ଅସହାୟଙ୍କ ସେବାରେ ଲଗାଅ। ଗାନ୍ଧିଜୀ ବଡ଼ ଓକିଲ ନଥିଲେ, କିନ୍ତୁ ଅସହାୟଙ୍କ ପ୍ରତି ଦରଦୀ ଥିଲେ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ‘ଡାକ୍ତର ହିଁ ମଣିଷର ଯନ୍ତ୍ରଣା ଦୂର କରିବାର ଶକ୍ତି ରଖିଥାନ୍ତି’

ଅଧିକ ପଢ଼ନ୍ତୁ: ଜରିପାଲ ଘେରା ଛାତ ତଳେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Droupadi Murmu President Odisha Visit President Of India
Advertisment
Advertisment