• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

World Cup failure is a big loss for Team India
Sports: ବିଶ୍ୱକପ୍ ବିଫଳତା ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି

୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍‌ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ କେତେ ବଡ଼ କ୍ଷତି?

Salia Sahi
ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ହଲ୍ଲାବୋଲ, ରାସ୍ତା ଜାମ୍‌...

ରାଜସ୍ବ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ ।

Laxmi Bus
ପୁଣି ଲକ୍ଷ୍ମୀ ବସକୁ ବିରୋଧ, ଅଲ୍ ଓଡ଼ିଶା ବସ୍ ମାଲିକ ସଂଘର ବିକ୍ଷୋଭ 

ଭୁବନେଶ୍ୱରରେ ବସ୍ ମାଲିକ ସଂଘର ପ୍ରତିବାଦ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ।

Self Immolation
ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲା ଯୁବକ

ପାରିବାରିକ ଝଗଡ଼ାରୁ ରାଗରେ ନିଜକୁ ନିଜେ ଜାଳିଦେଲା । ଭୁବନେଶ୍ୱର ବଡ଼ଗଡ଼ ଥାନା କେଶୁରା ଗାଁରେ ଲୋମହର୍ଷକ ଘଟଣା ଘଟିଛି । ସିସିଟିଭିରେ କଏଦ ହେଲା ଭିଜୁଆଲ ।

Sudam Marandi
‘କ୍ୟାବିନେଟ ନିଷ୍ପତ୍ତି ଯେମିତି ମାଚ୍ୟୁଅର୍ଡ ହେବା କଥା, ସେମିତି ହୋଇନି’

ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Boyfriend kills girlfriend dead body found stuffed in a suitcase
ଚରିତ୍ରକୁ ସନ୍ଦେହ କରି ପ୍ରେମିକାର ଜୀବନ ନେଲା ପ୍ରେମିକ !

ପ୍ରେମିକାର ସନ୍ଦେହ କରି ତାଙ୍କ ତଣ୍ଟି ଚିପି ହତ୍ୟା କରି ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ପୁରାଇ ମୁମ୍ବାଇରେ ଏଣେତେଣେ ବୁଲିଥିଲା ଅଭିଯୁକ୍ତ ପ୍ରେମିକ ।

  • Wednesday, 22 November 2023
  • Murder
Amazon Sell Mahaprasad
ଆମାଜନ ବିକ୍ରି କରୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ; ସିଂହଦ୍ୱାର ଥାନାରେ ଏତଲା..

ଅନ୍‌ଲାଇନ୍‌ ସପିଂ ସଂସ୍ଥା ଆମାଜନ ବିକୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ। କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ରେ ମିଳିଛୁ ଜଗନ୍ନାଥଙ୍କ ତୁଳସୀ ଓ ଖଜା।

Anticipatory bail plea of Opposition leader Jay Narayan Mishra rejected by High Court
ହାଇକୋର୍ଟରୁ ନିରାଶ ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହାଇକୋର୍ଟରୁ ନିରାଶ । ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ହୋଇଛି ।

Low Pressure
୨୬ ସୁଦ୍ଧା ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ !

୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି ।

Missing man returned home after 2 days in kendrapara
ନିଖୋଜ ପରେ ଭାବିଲେ କୁମ୍ଭୀର ଟାଣି ନେଇଛି, ହେଲେ ପରେ ଜଣାପଡ଼ିଲା...

କୁମ୍ଭୀର ଆତଙ୍କ ଲାଗି ରହିଥିବା ନଦୀକୂଳିଆ ଗାଁରେ ଗତ ୧୮ ତାରିଖରେ ସକାଳୁ ବ୍ରାହ୍ମଣୀ ନଦୀ କୂଳରେ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ ।

  • Wednesday, 22 November 2023
ଜୀବନ ଜୀବିକାର ଆଧାର ପାଲଟିଛି ପଥର
ପଥର ଭାଙ୍ଗିଲେ ଚୁଲି ଜଳେ, କିନ୍ତୁ ବୁଡ଼ି ଯିବାକୁ ବସିଛି ବେଉସା

ଚମଡ଼ା ଧୁଡ଼ୁ ଧୁଡ଼ୁ ହୋଇ ଗଲାଣି । ହାତରେ ବଳ ନାହିଁ କି ପାଦରେ ଶକ୍ତି ନାହିଁ । ତଥାପି ଶରୀରର ସବୁ ବଳ ଲଗାଇ ପଥର ଭାଙ୍ଗୁଛନ୍ତି ବୃଦ୍ଧା ମହିଳା ଜଣକ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ । ପଥର ବୋଝ ତଳେ ନଇଁ ଗଲାଣି ଅଣ୍ଟା । ପିଢ଼ି ପରେ ପିଢ଼ି ଧରି ଏମାନଙ୍କର ବେଉସା ଏହି ପଥର କଟା ରହି ଆସିଛି ।

  • Wednesday, 22 November 2023
  • JOB
Lifi coming after wifi
ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।

Traffic ASIs cannot collect fines issue e challans in odisha
ଏଣିକି ଚାଲାଣ କାଟିବେନି କି ଫାଇନ୍‌ କରିପାରିବେନି ଟ୍ରାଫିକ୍ ASI...

ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI ।

Hit & run,
ବସ୍‌କୁ ଅପେକ୍ଷା କରିଥିଲେ : ଦ୍ରୁତ ବେଗରେ ମାଡ଼ି ଆସିଲା କାର୍‌, ୨ ମୃତ

ଆସିକା ପାଟପୁର ଥାନା ପୋଡ଼ାମାରି ବସ୍ ଷ୍ଟାଣ୍ଡରେ ଦୁର୍ଘଟଣା...ବସ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍..

Arrest
ଭିଜିଲାନ୍ସ ଜାଲରେ ପୋଲିସ SI, ଜବତ ବାଇକ୍ ଛାଡ଼ିବା ପାଇଁ ନେଉଥିଲେ ୧୫ ହଜାର ଲାଞ୍ଚ

କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …

Special darshan facility for devotees in puri srimandir
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ: ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍‌ ବଢ଼ାଯିବ । 

Odia girl deadbody found in Mumbai
ମୁମ୍ବାଇରେ ମିଳିଲା ଓଡ଼ିଆ ଯୁବତୀଙ୍କ ମୃତଦେହ

ମୁମ୍ବାଇ କୁର୍ଲା ରେଲ୍‌ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍‌ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Today Panchang,
Panchang Today 22nd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

 ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୫୮ ଗତେ ମୀନ ।ତିଥି- ୧୦ମୀ ରାତ୍ରି ୧୧.୦୪ ଗତେ ୧୧ଶୀ

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 22 November 2023
Droupadi Murmu
୯୦ ବର୍ଷର ସ୍ୱପ୍ନ ପୂରା କଲେ ରାଷ୍ଟ୍ରପତି ବୋହୂ, ଶାଶୁଘର ପାହାଡ଼ପୁରବାସୀଙ୍କୁ ଭେଟିଦେଲେ ଏକ୍ସପ୍ରେସ ଟ୍ରେନ୍

ଏକ୍ସପ୍ରେସରେ ବସି ରାଇରଙ୍ଗପୁର ଯାଏଁ କଲେ ଯାତ୍ରା ମହାମହିମ୍ । ଆଜିଠୁ ବାଦାମପାହାଡ଼ରୁ ସାଲିମାର ଓ ରାଉରକେଲାକୁ ଚାଲିଲା ଏକ୍ସପ୍ରେସ ।

Puri, Lord Jagannath
ଜଗା ଦୁଆରେ ଥମୁନି ଦର୍ଶନ ଯନ୍ତ୍ରଣା, ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ କଲା ସ୍ୱତନ୍ତ୍ର ବ୍ୟବସ୍ଥା

୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।

Husband accused
ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।

OTV
ସାକ୍ଷୀଗୋପାଳ: କାଞ୍ଚିରୁ ଶ୍ରୀକ୍ଷେତ୍ର, ଶ୍ରୀକ୍ଷେତ୍ରରୁ କଟକ ଆଉ ତା ପରେ…

ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ।

Disease X
ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।

  • Tuesday, 21 November 2023
Rayagada Hostel
ଡାଲି ବଦଳରେ ଚାରୁ, ୯ ମାସରେ ଥରେ ଦେଉଛନ୍ତି ସାବୁନ ତେଲ !

ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି।

  • Tuesday, 21 November 2023
  • Hostel