/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709563073.jpg)
Odisha Women In Media
ପ୍ରଥମ ପ୍ରତିଷ୍ଠା ବାର୍ଷିକୀ ପାଳନ କରିଛି ‘ଓଡିଶା ୱିମେନ୍ ଇନ ମିଡିଆ’ । ସାମ୍ବାଦିକତା ଜଗତରେ ମହିଳା ସାମ୍ବାଦିକଙ୍କ ସହଭାଗିତାକୁ ନେଇ ଏହି ସଂଗଠନ ଆରମ୍ଭ ହୋଇଥିଲା । ଆଜି ଓଡ଼ିଶାର ମହିଳା ସାମ୍ବାଦିକ ମାନେ ପ୍ରଥମ ବାର୍ଷିକୀ ପାଳିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ରେ ହୋଇଥିବା ବେଳେ ଏହାର କିଛି ଦିନ ପୂର୍ବରୁ ମହିଳା ଦିବସ ବି ପାଳନ କରିଛି ଓଡବ୍ଲୁଏମ। କାର୍ଯ୍ୟକ୍ରମରେ ଓଡିଶା ମହିଳା କମିଶନର ଅଧକ୍ଷ୍ୟା ମିନତୀ ବେହେରା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ। ମହିଳା କମିଶନ ଅଧକ୍ଷ୍ୟା ମିନତୀ ବେହେରା ଯୋଗ ଦେଇ ପ୍ରତି କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
Advertisment
Celebrating the 1st foundation day of Odisha Women In Media - OWM #OWM#womenpower#1stfoundation#PCMantra ❤️😘 pic.twitter.com/XTn3iJuAZZ
— Pari Choudhury (PCMantra) (@Pari_Choudhury) March 4, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)