ଝିଅର ସ୍କାର୍ପ ଗାଡି ଚକାରେ ପଶିଯିବାରୁ ଚଳନ୍ତା ଗାଡିରେ ବସି ସ୍କାର୍ପ କାଢିବା ବେଳେ ଡାହାଣ ହାତ ପଶିଯାଇ ଛିଡିଯାଇଥିଲା।
ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପୁରୁଷ ପ୍ରାଧାନ୍ୟ ସମାଜରେ ଆଜି ମହିଳମାନେ ନିଜକୁ ଦକ୍ଷ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ । ବାପ ଛେଉଣ୍ଡ ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା’ ।
ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ । ୨୦୨୦-୨୧ରେ ୨୧ ଲକ୍ଷ, ୨୩-୨୪ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ । ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ଅପ୍ରତ୍ୟାଶିତ ଖର୍ଚ୍ଚବୃଦ୍ଧି ନେଇ ଅସନ୍ତୋଷ ।
କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।
ଲୋକସଭାରେ 13:8 ଓ ବିଧାନସଭାରେ 47:100 ଥିଓରୀ ଚର୍ଚ୍ଚା ।
ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ ।
ସେହିପରି ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟରେ ଦହି ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ପ୍ରତିଦିନ ଦହି ଖାଇଲେ ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।
ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।
ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଚଟପଟା ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।
ପାରିଶ୍ରମିକ ବାବାଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ।
ବାହାଘର ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏଭଳି ଦୁଃଖଦ ଘଟଣା ଘଟିଛି।
ନୟାଗଡ଼ରେ କଙ୍ଗାରୁ କୋର୍ଟ ବିଚାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଗାଁ ସଭାରେ ନିଆଁ ପାଣି ବାସନ୍ଦ । ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସଙ୍କ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ । ଭୁବନେଶ୍ୱର ସପ୍ତମ ବାଟାଲିୟନରେ ରହି ଡ୍ୟୁଟି କରୁଥିବା ପି.ଲଛମୟାଙ୍କ ଇନ୍ସାସ ରାଇଫଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ରାଜ୍ୟରେ ବଢିଛି ତାପମାତ୍ରା । ୩୮ ଡିଗ୍ରୀ ଟପିଲା ପାରଦ। ଏପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।
ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।
ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଗୁରୁବାର ଚନ୍ଦ୍ର- ମକର ଅହୋରାତ୍ର ତିଥି - ୧୨ଶୀ ରାତ୍ରି ୦୧.୨୦ ଗତେ ୧୩ଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୦ ପର୍ଯ୍ୟନ୍ତ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ।