• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Odisha Assembly session ends in 4 days, ruling-BJD says ‘no business left’
୪ ଦିନରେ ଶେଷହେଲା ବିଧାନସଭା; ବିରୋଧୀଙ୍କ ପ୍ରସଙ୍ଗକୁ ଡରିଗଲେ କି ସରକାର ?

ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା ।

Raighar police
ମାଟି ତଳେ ଯୁବତୀଙ୍କ ମୃତଦେହ: ହତ୍ୟା ପରେ କିଏ କରିଛି ୩୨ ଖଣ୍ଡ ?

ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ।ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ଦୁର୍ବୃତ୍ତ ପୋତିଥିଲେ ବୋଲି ପୋଲିସ କହିଛି । ପୋଲିସର କହିବା ଅନୁସାରେ ଜଙ୍ଗଲରେ ଅଧା ପୋତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଥିଲା ।

Ravenshaw University in Odisha gets A++ grade from NAAC
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

NAAC ରାଙ୍କ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି । କିଛି ଦିନ ପୂର୍ବେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ।

3 kills in car accident
ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଲା କାର୍‌, ୩ ମୃତ

ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍‌ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି ।

loot in bhubaneswar
ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରିଲେ...ବାଥରୁମ୍‌ରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଲେ

୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରି, ଘରର ବାଥରୁମ୍‌ରେ ବନ୍ଦ କରି ଲୁଟ୍‌ପାଟ୍‌ କରିଥିଲେ ଦୁବୃର୍ତ୍ତ ।

  • Saturday, 25 November 2023
  • Loot
The advice of great man to remove Vastudosha in the house
Vastu Tips: ଘରେ ଯଦି ସବୁବେଳେ ଅଶାନ୍ତି ଲାଗି ରହୁଛି ତେବେ ମାନନ୍ତୁ ଏହି ୪ ନିୟମ, ଖେଳିଯିବ ଶାନ୍ତି

ଗୃହ ନିର୍ମାଣର ତୃଟି ଯୋଗୁଁ ଅନେକ ସମସ୍ୟା ଭୋଗିବାକୁ ପଡେ। ଏହି କାରଣର ଘରେ ଅଶାନ୍ତି ମଧ୍ୟ ଦେଖାଯାଏ। ତେବେ ଅନେକ ସମୟରେ ଗୃହବାସୀଙ୍କ ଆଚାର ବିଚାରରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ମଧ୍ୟ ସମାଧାନ ହୋଇପାରେ। ଆସନ୍ତୁ ଜାଣିବା…

accident
ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଚାଲିଗଲା ୫ଜୀବନ

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର, ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା

The tourist season has arrived
'ପାନ୍ଥଶାଳା ନା ଆଉ କଣ .. ଭୂତକୋଠି ପାଲଟିଲାଣି ପାନ୍ଥଶାଳା'

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।

Snake Bite
ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା: ସାପୁଆକୁ ଧରିଲା ପୋଲିସ୍

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।

Low pressure likely over bay of bengal around nov 26
ଆସନ୍ତାକାଲି ଘୁର୍ଣ୍ଣିବଳୟ, ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶୀତ

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Today Panchang
Today Panchang 25th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର-  ମେଷ ରାଶିର ଅହୋରାତ୍ର । ଘାତବାର-  ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Tiger travels across four States seeking a ‘home’
'ସାଥୀ ସନ୍ଧାନରେ ଓଡ଼ିଶାରେ ପହଞ୍ଚିଲା ମହାରାଷ୍ଟ୍ରର ବାଘ'

ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।

The devotees broke the door of Baba Dhabaleswar
ପୂଜକ-ପ୍ରଶାସନ କଳି: ମୁଖ୍ୟ କବାଟ ଭାଙ୍ଗି ଧବଳେଶ୍ୱରଙ୍କ ଦର୍ଶନ କଲେ ଭକ୍ତ

ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 25 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 25 November 2023
Sameer Mohanty
ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଜେଡିର ନିଶାନା ପରେ ଜବରଦସ୍ତ କାଉଣ୍ଟର କଲା ବିଜେପି

ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

TB
ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।

Dhabaleswar
ପୂଜକ-ପ୍ରଶାସନ କଳିରୁ ଧବଳେଶ୍ୱରଙ୍କ ଦୁଆରେ ତାଲା, ଦର୍ଶନରୁ ବଞ୍ଚିତ ଲକ୍ଷାଧିକ ଭକ୍ତ

ସେବାୟତ- ପ୍ରଶାସନ କଳିର କୁପରିଣତି ପଞ୍ଚକରେ ଧବଳେଶ୍ୱର ମହାପ୍ରଭୁଙ୍କ ଦୁଆରେ ପଡ଼ିଲା ତାଲା। ପୂଜକଙ୍କୁ ଚେତାବନୀ ଦେଇ ଆକ୍ସନ ନୋଟିସ୍ ଲଗାଇଲା ପ୍ରଶାସନ ।

Snake Bite
ସାପ ଲଗାଇ ପତ୍ନୀ-ଝିଅକୁ ହତ୍ୟା ମାମଲା; ସ୍କାନରରେ ସାପୁଆ, ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର ସନ୍ଦେହରେ ଛାନଭିନ୍

ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍‌ଙ୍କ ତଦନ୍ତ ନିର୍ଦ୍ଦେଶ ।

Odisha Politics
ଭାଷା ପ୍ରୀତି ନା ଭୋଟ୍ ବ୍ୟାଙ୍କ ରାଜନୀତି ? ବିଧାନସଭାରେ ପ୍ରଥମ ଥର କୋଶଳୀରେ ପ୍ରଶ୍ନୋତ୍ତର

ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।

Odisha Politics
ଆଦିବାସୀ ଜମି ହସ୍ତାନ୍ତର ସଂକ୍ରାନ୍ତ କ୍ୟାବିନେଟ୍ ନିଷ୍ପତ୍ତି ସାମୟିକ ସ୍ଥଗିତ

ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।

OAV Teacher Post Recruitment 2023 Nabarangpur
OAV Teacher Recruitment: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂଆ ନିଯୁକ୍ତି; ପୂରଣ ହେବ ଶିକ୍ଷକ ପଦବୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV), ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଚୁକ୍ତିଭିତ୍ତିକ ଶିକ୍ଷକ PGT (ଇଂରାଜୀ, ଗଣିତ) ଏବଂ TGT (ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ) ପଦବୀ ପୂରଣ ହେବ। ଏହି ପୋଷ୍ଟଗୁଡିକ ଅଫ୍‌ଲାଇନ୍ ମୋଡ୍‌ରେ ପୂରଣ ହେବ।

Assembly
ସରିଗଲା ବିଧାନସଭାର ଶୀତ ଅଧିବେଶନ, ବାକି ରହିଗଲା ୨୬ କାର୍ଯ୍ୟ ଦିବସ

୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି ।

Student Protest
ଶିକ୍ଷକ ନିଯୁକ୍ତି ଦାବି କରି ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।

Farmer suicides are increasing in Odisha, when will the government take notice
ଆଖି ବୁଜୁଛନ୍ତି ଓଡ଼ିଶାର ଅନ୍ନଦାତା, କେବେ ପଡିବ ଦୃଷ୍ଟି…

ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି? ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?

Chandbali Police
ଚାନ୍ଦବାଲିରେ ଗର୍ଜିଲା ବିଜେପି, ବ୍ଲକ୍ ଅଫିସ ଘେରାଉ ବେଳେ ପୋଲିସକୁ ପଥର ମାଡ଼ !

ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।