• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କୁମ୍ଭମାସ  ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଦିବା ୦୪.୨୦ ଗତେ ଧନୁ, ତିଥି- ୮ମୀ ଦିବା ୦୮.୪୯ ଗତେ ୯ମୀ, ଘାତଚନ୍ଦ୍ର- ଦିବା ୦୪.୨୦ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୬.୦୭ ରୁ ୦୭.୩୫
ଦିବା-୧୦.୪୮ ରୁ ୦୧.୦୮

ଦିବା-୦୪.୨୧ ରୁ ୦୫.୦୨
ସନ୍ଧ୍ୟା-୦୬.୩୮ ରୁ ୦୯.୦୫
ରାତ୍ରି- ୧୧.୫୮ ରୁ ୦୨.୫୦

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୩୫ ରୁ ୦୯.୦୨
କାଳବେଳା- ପ୍ରାତଃ ୦୭.୩୫ ରୁ ୦୯.୦୨
ବାରବେଳା- ଦିବା ୦୨.୫୩ ରୁ ୦୪.୨୧
କାଳରାତ୍ରି- ରାତ୍ରି ୧୦.୨୫ ରୁ ୧୧.୫୮