କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି।