ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଦେଶରେ ସାଜିଛି ଏକ ନମ୍ବର।
ଆଗକୁ ଯୁବମୋର୍ଚ୍ଚାର ଆନ୍ଦୋଳନ ଆହୁରି ତେଜିବ- ଇରାଶିଷ ଆଚାର୍ଯ୍ୟ ।
ମମିତା ହତ୍ୟା ମାମଲାରେ ନ୍ୟାୟ ମାଗୁଛି ସାରା ରାଜ୍ୟ । ହେଲେ ରାଦ୍ୟ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଏମିତି କହି…
ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି