• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର ଚନ୍ଦ୍ର- ମକର ଅହୋରାତ୍ର ତିଥି- ୯ମୀ ଦିବା ୧୦.୫୮ ଗତେ ୧୦ମୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ-

ପ୍ରାତଃ- ୦୭.୧୭ ରୁ ୦୮.୩୮

ଦିବା- ୧୧.୫୬ ରୁ ୦୧.୦୦

ଦିବା- ୦୨.୨୭ ରୁ ୦୩.୦୨

ଦିବା- ୦୩.୪୮ ରୁ ୦୩.୫୪

ରାତ୍ରି- ୦୨.୨୬ ରୁ ୦୩.୧୫

ଅଶୁଭସମୟ-

ରାହୁକାଳ- ୦୮.୩୮ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୪୪ ରୁ ୦୭.୧୧ ଓ ଦିବା ୦୩.୫୪ ରୁ ୦୫.୨୧

ବାରବେଳା- ଦିବା ୦୧.୦୦ ରୁ ୦୨.୨୭

କାଳରାତ୍ରି- ସନ୍ଧ୍ୟା ୦୫.୨୧ ରୁ ୦୬.୫୪ ଓ ରାତ୍ରି ୦୪.୧୧ ରୁ ୦୫.୪୪

OTV is now on Whatsapp

Join and get latest news update delivered to you via whatsapp

Join Now