ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ ।
ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।
ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।