• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 04 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ପୂଜାକୁ ପାଣିଚିଆ କରିଦେଲା ବର୍ଷା ! ଭାଙ୍ଗିଲା ତୋରଣ, ଭକ୍ତ ନାରଖାର..

ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି । More
  • Satyendu Shekher Mishra
  • 2 years ago

ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ?

ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ । More
  • Satyendu Shekher Mishra
  • 2 years ago

ସାବଧାନ ! ସୁନ୍ଦରୀ ଯୁବତୀ ଯୋଗାଇଦେବେ କହି ଲୁଟିଲେଣି ସାଇବର ଲୁଟେରା..

ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ । More
  • Satyendu Shekher Mishra
  • 2 years ago

ଡର ଲାଗୁନି ନା ଜୀବନକୁ ଭୟ ନାହିଁ..! ସାପ ଯୋଉଠି ରହୁଛି ମଣିଷ ବି ସେଇଠି..

ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି । More
  • Pramod Behera
  • 2 years ago

କେତେ କାଳ ଆଉ ଏ ପାତରଅନ୍ତର

ଆଜିର ସମୟରେ ମହିଳାମାନେ ବି ପୁରୁଷଙ୍କ ସହ କାନ୍ଧ ମିଳେଇ ଚାଲିଲେଣି। ନାରୀ ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ ଆଜି ବି କ’ଣ ନାରୀ ସବୁ କ୍ଷେତ୍ରରେ ସମାନ ସୁବିଧା ପାଏ? ତାକୁ କ’ଣ ପାତରଅନ୍ତରର ଶିକାର ହେବାକୁ ପଡେନି। ଜାଣନ୍ତୁ କ’ଣ କହୁଛି ରିପୋର୍ଟ… More
  • Satyendu Shekher Mishra
  • 2 years ago

ଏମିତି ବି ଆସେ ମୃତ୍ୟୁ ! ଷ୍ଟେଜ୍‌ରେ ଗୀତ ଗାଉଥିଲେ କଣ୍ଠଶିଳ୍ପୀ, ହଠାତ୍ ଟଳିପଡ଼ିଲେ

ଦର୍ଶକଙ୍କୁ ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଥିଲେ ମୁରଲୀ । ହଠାତ୍‌ କିଏ କିଛି ବୁଝିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୁରଲୀ । More
  • Satyendu Shekher Mishra
  • 2 years ago

ବାପ୍‌ରେ ବାପ୍‌ କି ରାସ୍ତା ! ଯମ ଦ୍ୱାର ଯିବାକୁ ପୁରା ସର୍ଟକଟ୍

ଆମେ କହୁଛୁ ଜାତୀୟ ରାଜପଥ ନମ୍ବର ୩୫୩ର କଥା । ନାଁ ବିଜୁ ଏକ୍ସପ୍ରେସ ୱେ । ହେଲେ ଏହି ରାସ୍ତାରେ ଗଲାବେଳେ କେତେବେଳେ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ସୂଚନା ନାହିଁ । More
  • Satyendu Shekher Mishra
  • 2 years ago

ଏସ୍କର୍ଟ ସର୍ଭିସ୍‌ ଦେବେ କହି ଠକୁଥିଲେ, ଏବେ ଧରିଲା ପୋଲିସ

ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା । More
  • Satyendu Shekher Mishra
  • 2 years ago

କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ? More
  • Rajalaxmi Sahoo
  • 2 years ago

ଭାଙ୍ଗିଲା ଡମଣା ପୂଜା ମଣ୍ଡପ ତୋରଣ

ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି। More
  • Manoranjan Behera
  • 2 years ago

ଛୁଆକୁ ବିକଳ ହୋଇ ଖୋଜୁଛି; ହିଂସ୍ର ହୋଇଉଠୁଛି

କଟକ ଜଗତପୁର ଅଞ୍ଚଳରେ ମଣିଷମରା ହାତୀକୁ କାବୁ କରିବା ପରେ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ଏଠାରେ ପହଞ୍ଚିବା ପରେ ଉଦ୍ଧାର ବଣୁଆ ମାଇ ହାତୀକୁ ନେଇ ଅନେକ ରୋଚକ କଥା ସାମ୍ନାକୁ ଆସିଛି । More
  • Chandan Shishu
  • 2 years ago

Today Gold Price- 4th Oct : ମହାନବମୀରେ ବଢ଼ିଲା ସୁନା ଦର, ଆପଣଙ୍କ ସହରରେ କେତେ ରହିଛି ଦାମ୍ ଜାଣନ୍ତୁ

ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି। More
  • Rajalaxmi Sahoo
  • 2 years ago

ମାଲିକ ବିଶ୍ୱାସରେ ବିଷ ଦେଲା ଡ୍ରାଇଭର: ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ ଗାଡ଼ି, ଶେଷରେ ଏମିତି ହେଲା ପରିସ୍ଥିତି...

ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ। More
  • Manoranjan Behera
  • 2 years ago

ଆସୁଛି ବଡ଼ ବର୍ଷା; ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । More
  • Chandan Shishu
  • 2 years ago

ଭାଇର ମଙ୍ଗଳ କାମନା ପାଇଁ ଭଉଣୀ ରଖିଲେ ଉପବାସ

ଦ୍ଵାପର ଯୁଗରେ ଦ୍ରୌପଦୀ ଭାଇ ଶ୍ରୀକୃଷ୍ଣଙ୍କ ପାଇଁ ଉପବାସ ରଖିଥିବା ପୁରାଣରେ ବର୍ଣ୍ଣିତ ରହିଛି।  More
  • Chandan Shishu
  • 2 years ago

ମୃତ୍ୟୁ ସହ ଲଢି ହାରିଗଲା ଦନ୍ତା ହାତୀ

ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା। More
  • Chandan Shishu
  • 2 years ago

ଓଡ଼ିଆ ପୁଅ ଅରୁଣ କରଙ୍କୁ 'ମହାତ୍ମା ଗାନ୍ଧି ସମ୍ମାନ'

ଅରୁଣ କର ନେଷ୍ଟ ଗ୍ରୁପ୍‌ର ସହ ପ୍ରତିଷ୍ଠାତା। ଅରୁଣ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ More
  • Chandan Shishu
  • 2 years ago

ଦୁର୍ଗାଷ୍ଟମୀରେ ମହାମାୟାଙ୍କ ଆରାଧନା, ଟୁଇନସିଟିରେ ମନ ମୋହୁଛି ଆକର୍ଷଣୀୟ ତୋରଣ

ସବୁ ବର୍ଷ ଭଳି ଏ ବର୍ଷ ବି ଟୁଇନ ସିଟିର ବିଭିନ୍ନ ପୂଜା ପେଣ୍ଡାଲରେ ତୋରଣକୁ ନେଇ ପ୍ରତିଯୋଗିତା ଓ ପରୀକ୍ଷା ନିରୀକ୍ଷା। More
  • Chandan Shishu
  • 2 years ago

ମଞ୍ଚରେ ଟଳିପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର, ମନେ ପକାଇଦେଲା କେକେଙ୍କ କଥା

ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...। More