• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Oas Officer

Adl Sub Collector
କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?

ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।

Adl Sub Collector
ମାତ୍ର ସାଢେ ୩ ବର୍ଷରେ କୁଆଡୁ ଆସିଲା ୫ କୋଟିର ସଂପତ୍ତି ?

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?

2 Cleared OAS Examination From Same Village
ଗାଁ ହେବ ତ ଏମିତି! ଏକାଥରେ ୨ଜଣ ପାଇଲେ ଓଏଏସ୍, ମିଳିମିଶି ଗ୍ରାମବାସୀ ଦେଲେ ସମ୍ବର୍ଦ୍ଧନା

ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।