୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ।
ମୋହନ ସରକାରର କମ୍ବିଂ ଅପରେସନ। ଓଟିଭିରେ ଖବର ପ୍ରସାରଣ ପରେ ସ୍କାନରରେ ଗାଦିମଡା ଅଫିସର। ବିଦା ହେଉଛନ୍ତି ଜଣକ ପରେ ଜଣେ ବିଦାୟୀ ସରକାରର ଗେହ୍ଲାପୁଅ। ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଗତ ଦୁଇ ଦିନରେ ବିଦା ହେଲେଣି 6 ଅଧିକାରୀ।
ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି।
ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।
ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ?
ଏହି ଗାଁରୁ ଏକାଥରେ ଦୁଇଜଣ ପାଇଛନ୍ତି ଓଏଏସ୍। ଗ୍ରାମବାସୀଙ୍କ ପାଇଁ ଏହାଠାରୁ ବଳି ବଡ଼ ଖବର ଆଉ କଣ ହୋଇପାରେ। ସେଥିପାଇଁ ଗାଁ ଲୋକ ମିଳିମିଶି ଆୟୋଜନ କରିଥିଲେ ଆଡ଼ମ୍ବରପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ମନ୍ତ୍ରୀ ମଧ୍ୟ ଆସିଥିଲେ ଓଏଏସ୍ ପାଇଥିବା ଗାଁରୁ ଦୁଇ ମେଧାବୀ ପିଲାଙ୍କୁ ଶୁଭେଚ୍ଛା ଜଣେଇବାକୁ।