• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Polasara

Dance
କମ୍ପିବ ମଞ୍ଚ, ଝୁମିବେ ଦର୍ଶକ

ଏଥର ଦୁଲୁକିବ ଯାତ୍ରା ମଞ୍ଚ... କମ୍ପିବ କବିସୂର୍ଯ୍ୟନଗର... ଆଉ ଝୁମିବେ ଦର୍ଶକ। ରାତି ପାହିଲେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ। କବିସୂର୍ଯ୍ୟନଗରେ ଆରମ୍ଭ ହେବ ତିନି ପାର୍ଟିର ଦଣ୍ଡ ଯାତ୍ରା

Road Tension
ପନ୍ଦର ଦିନ ନପୁରୁଣୁ ଉଠିଯାଉଛି ପିଚୁ

ଗ୍ରାମବାସୀଙ୍କ ପାଇଁ ରାସ୍ତା ନଥିଲା ....ପିଚୁ ରାସ୍ତା ହେଲା....ହେଲେ ଏମିତି ତିଆରି ହେଲା ଯେ, ନିର୍ମାଣର ପନ୍ଦର ଦିନ ନପୁରୁଣୁ ହାତରେ ଉଠିଯାଉଛି ପିଚୁ ....ରାସ୍ତା ଉପରେ ଉଠିଛି ଅନାବନା ଘାସ

Fish farmers
ଭୟଙ୍କର ! ସକାଳେ ଫକଫକ ଖେଳୁଥିଲେ, ସଂଧ୍ୟାରେ ମରି ପଡିଲେ

ଏମିତି କେମିତି ହେଲା? ସକାଳେ ଫକ୍‌ଫକ୍‌ କିନା ଡେଉଁଥିଲେ, ସଂଧ୍ୟାରେ ମରିପଡିଲେ । ଆଖି ସାମ୍ନାରେ ଚାଷ ଉଜୁଡିଯିବାରୁ ପୋଖରୀ ହୁଡାରେ ବସି ଭୋ ଭୋ କାନ୍ଦିଲେ ଚାଷୀ ।

Couple Found Dead
ଖଟ ଉପରେ ପଡ଼ିଛି ସ୍ତ୍ରୀର ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।

polasara
ଗୋବରରେ ଭଳିକି ଭଳି ଖେଳନା ତିଆରି କରୁଛନ୍ତି ମହିଳା : ବଜାର ଅଭାବରୁ ହୋଇ ପାରୁନି ବିକ୍ରି

ଗୋବରରେ ଖେଳନା ତିଆରି କରୁଛନ୍ତି ମହିଳା । ଦେଖିଲେ ଆଖି ଲାଖି ରହିଯିବ । ଗୋବରରେ ଯେ ଏତେ ସୁନ୍ଦର ଖେଳନା ତିଆରି କରିହୁଏ, ତାହା ବିଶ୍ୱାସ କରିହେବନି । ଗ୍ରାମାଞ୍ଚଳରେ ଯେଉଁଠି ଗୋବରକୁ ଘର ଲିପିବାରେ ବ୍ୟବହାର କରାଯାଏ, ସେଠାରେ କିଛି ମହିଳା ଏହାକୁ ସଂଗ୍ରହ କରି ପିମ୍ପୁଡି ମରା ପାଉଡର, ପାଉଁଶ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି ।