/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690689804.jpg)
Panchang Today
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ତିଥି- ୧୨ଶୀ ଦିବା ୧୦.୩୪ ଗତେ ୧୩ଶୀ । ଘାତ ଚନ୍ଦ୍ର- ତୁଳା, କୁମ୍ଭ ଅହୋରାତ୍ର । ଘାତ ବାର- ମେଷ । ପୁଷ୍କର ଦୋଷ- ୨ପାଦ- କୃଷି ଓ ପଶୁହାନୀ- ଭୂମି ଓ ଅନ୍ନଦାନ ଦିବା ୧୦.୩୪ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ ୦୫.୨୫ରୁ ୦୯.୪୩
ଦିବା ୦୧.୨୯ରୁ ୦୨.୦୨
ସନ୍ଧ୍ୟା ୦୭.୦୫ରୁ ୦୯.୧୮
ରାତ୍ରି ୧୨.୧୫ରୁ ୦୧.୧୬
ରାତ୍ରି ୦୨.୩୯ରୁ ୦୩.୧୨
ଅଶୁଭ ସମୟ
ଋାହୁକାଳ- ଦିବା ୦୪.୪୩ରୁ ୦୬.୨୦
କାଳବେଳା- ଦିବା ୧୧.୫୩ରୁ ୦୧.୨୯
ବାରବେଳା- ଦିବା ୧୦.୧୬ରୁ ୧୧.୫୩
କାଳରାତ୍ରି- ରାତ୍ରି ୦୧.୧୬ରୁ ୦୨.୩୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)