/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697791493.jpg)
Rourkela Vaishnodevi
ଓଡ଼ିଶାରେ ମାଆ ବୈଷ୍ଣୋଦେବୀ । ଅଜ୍ଞା ହଁ, ଜାମ୍ମୁରେ ନୁହେଁ ଓଡ଼ିଶାର ରାଉରକେଲାରେ ବୈଷ୍ଣୋଦେବୀ ମନ୍ଦିର । ଏଠି ମାଆଙ୍କୁ ଦର୍ଶନ କରିବାକୁ ହେଲେ ବିଶେଷ ଦୂର ଚାଲିବାକୁ ପଡ଼ୁନଥିଲେ ମଧ୍ୟ, କିଛି ବାଟ ସିଡ଼ିରେ ଚଢ଼ି ଯିବାକୁ ପଡ଼ିବ । ପ୍ରାକୃତିକ ଜଙ୍ଗଲ ପରିବେଶ ମଧ୍ୟରେ ରହିଛି ଏହି ଭବ୍ୟ ଓ ପ୍ରତିଷ୍ଠିତ ଆସ୍ଥାନ । ପାହାଡ଼ ଗୁମ୍ଫା ମଧ୍ୟ ଦେଇ ଯିବାକୁ ହୋଇଥାଏ ମାଆଙ୍କ ପାଖକୁ । ମା’ଙ୍କ ପାଖରେ ଲାଗେ ଭକ୍ତଙ୍କ ପ୍ରବଳ ଭିଡ଼ ।
Advertisment
ଲୋକଙ୍କର ବିଶ୍ୱାସ ରହିଛି ମାଆଙ୍କ ନିକଟରେ ଯାହା ମନସ୍କାମନା କରିବ ତାହା ନିଶ୍ଚୟ ପୁରଣ ହେବ । ମାଆଙ୍କ ପାଇଁ ଭକ୍ତି ଥଲେ, ସିଡ଼ି ଚଢ଼ିବା କଷ୍ଟ ମଧ୍ୟ ଜଣାପଡ଼େ ନାହିଁ । ତେବେ କେବଳ ସ୍ଥାନୀୟ ଲୋକ ନୁହଁନ୍ତି, ବାହାର ରାଜ୍ୟରୁ ଯାଇ ରାଉରକେଲାରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ବି ଏଠାକୁ ଆସନ୍ତି ଆଉ ନବରାତ୍ରୀ ପାଳନ କରନ୍ତି ।
ମନ୍ଦିର ପୂଜକଙ୍କ କହିବାନୁଯାୟୀ, ବୈଷ୍ଣୋଦେବୀଙ୍କ ମନ୍ଦିର ସାରା ଭାରତରେ ଜାମ୍ମୁ କଶ୍ମୀର ବାଦ୍ କେବଳ ଓଡ଼ିଶାରେ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)