• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର  । ତିଥି- ୬ଷ୍ଠୀ  ରାତ୍ରି ୧୧.୨୫ ଗତେ ୭ମୀ ।

ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର

ଘାତବାର- ବିଛା, ଧନୁ ଓ ମୀନ

ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ

ପ୍ରାତଃ- ୦୫.୪୬ ରୁ ୦୬.୩୨
ପ୍ରାତଃ- ୦୭.୧୮ ରୁ ୦୮.୩୮
ଦିବା-  ୧୧.୫୪ ରୁ ୦୨.୫୮
ଦିବା- ୦୩.୪୪ ରୁ ୦୫.୧୬
ସନ୍ଧ୍ୟା- ୦୬.୦୬ ରୁ ୦୮.୨୪
ରାତ୍ରି- ୧୧.୫୬ ରୁ ୦୧.୩୬
ରାତ୍ରି- ୦୨.୨୬ ରୁ ୦୪.୦୬

ଅଶୁଭ ସମୟ

ରାହୁକାଳ - ଦିବା ୧୦.୦୫ ରୁ ୧୧.୩୧
କାଳବେଳା - ଦିବା ୧୦.୦୫ ରୁ ୧୧.୩୧
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୨୪ ରୁ ୦୯.୫୭