ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ ।
ଯାଜପୁରରେ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଣବଙ୍କର ଏଭଳି ଅଭିଭାଷଣକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।
'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।
ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଫ୍ୟାନ୍ସଙ୍କୁ କେବେ ନିରାଶ କରନ୍ତିନି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଜଣେ ଫ୍ୟାନ୍ଙ୍କ BMW କାର୍ରେ ବସି ଅଟୋଗ୍ରାଫ ଦେଇଛନ୍ତି ଧୋନି ।
ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।
ଶ୍ରୀନଗରର ଏକ ବୃହତ୍ ଶିଳ୍ପ ଡାଲ୍ ହ୍ରଦ ଉପରେ ନିର୍ଭର କରେ । ଏହି ଅଗ୍ନିକାଣ୍ଡ ଯୋଗୁଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ ।
SIDBI ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ୍ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
୫ ବର୍ଷ ବୟସରେ ଭଗବାନ ଶ୍ରୀରାମ ଯେମିତି ଦିଶୁଥିଲେ ସେଭଳି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀ ।
ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l
ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।
'ଟାଇଗର ୩' ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ୍ ଜବରଦସ୍ତ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ତେବେ ଏହା ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ ଭାଙ୍ଗିବ କି ନାଇଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।
୨୦୨୪ ଡିସେମ୍ବରରେ ସରିବ ରାମ ମନ୍ଦିର କାମ । ଓଟିଭିକୁ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି ।
ରାମ ମନ୍ଦିର ପାଇଁ ଅଧିକ ବାଟ ଚାଲିବାକୁ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହୋଇ ଆସନ୍ତୁ ।
ନରେନ୍ଦ୍ର ମୋଦି ଏବଂ ଭାରତୀୟ-ଆମେରିକୀୟ ଗାୟକ ଫାଲୁଙ୍କ ଦ୍ୱାରା ରଚନା କରାଯାଇଥିବା ବାଜରାର ଲାଭକୁ ପରିଚିତ କରେଇବା ନେଇ ସ୍ୱତନ୍ତ୍ର ଗୀତ 'ଆବ୍ୟୁଡେନ୍ସ୍ ଇନ୍ ମିଲେଟ୍ସ୍' ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ମନୋନୀତ କରାଯାଇଛି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର ।
ସ୍ୱାମୀ, ପୁଅକୁ ଜଳୁଥିବା ବସ୍ରୁ ବାହାରକୁ ପଠାଇଥିଲେ । ଆଉ ଶେଷରେ ନିଜ ନବାହାରି ପାରି ଜଳିଗଲେ ପୁଷ୍ପାଞ୍ଜଳି ।
ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ ହେବେ।
ସୂତାଖିଅରେ ଝୁଲୁଛି ପାକିସ୍ତାନର ସେମି ଫାଇନାଲ ଆଶା । ମ୍ୟାଚ ଉପରେ ପୁରା କ୍ରିକେଟ ଦୁନିଆର ନଜର ରହିଥିବା ବେଳେ, କୌଣସି ଚମତ୍କାରିତା ହିଁ ପାକିସ୍ତାନକୁ ସେମି ପର୍ଯ୍ୟନ୍ତ ନେଇ ପାରିବ ।
ଦିଲ୍ଲୀ -ଗୁରୁଗ୍ରାମ ଏକ୍ସପ୍ରେସ୍ ୱେରେ ଗତକାଲି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼ ଏତେ ଅଧିକ ଥିଲା ଯେ କାର୍ ଗୁଡିକ ଆଗକୁ ଯିବା କଷ୍ଟକର ହୋଇପଡ଼ିଥିଲା ।
ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି ।
ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…
୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି ।
ଆଜି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ ।
ନିଆଁ ଲାଗି ଯାଇଥିବା ବସ୍ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।