୨୦୨୦ ମସିହା ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।
ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।
ପ୍ରେମିକର ନାଁ ପୁଷ୍କରା। ଯିଏ ଶପଥ ନିଏ କେବେ ବିବାହ କରିବନି। ହେଲେ କ’ଣ ପାଇଁ ?
ବଡ଼ ଟାର୍ଗେଟ ଦେବାକୁ ଲକ୍ଷ୍ୟ, ରୋମାଞ୍ଚକର ମ୍ୟାଚ ଆଶାରେ ଫ୍ୟାନ ...
ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ।
ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ । ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ ।
ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ ।
ଭଣ୍ଡାରୀପୋଖରୀ ବ୍ଲକ ସାହାରାଗଡିଆ ଗାଁର ମାୟାଧର ବେହେରାଙ୍କ ଘର କାମ ପାଇଁ ଆସିଥିବା ବାଲିରୁ ଉଦ୍ଧାର...
ୱାନ୍ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।
ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା..
କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ୍ .....ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ .. ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ସୂଚନା
ସୌର ତୁଳା ମାସ କାର୍ତ୍ତିିକ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ଗଜପତି ଜିଲ୍ଲା ମୋହନା ବ୍ଲକ ସାନ ଖଣି ଅଞ୍ଚଳର ଘଟଣା...ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଏକର ଫସଲ ଶୁଖି ନଷ୍ଟ ହୋଇଯାଇଛି..ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ଉଜୁଡ଼ିଗଲା ଫସଲ...
ବିଧାୟକଙ୍କ ଆଗରେ ଖଣ୍ଡଯୁଦ୍ଧ.. ବିଜେଡ଼ିର ସାଂଗଠନିକ ବୈଠକରେ ତୁମୁଳକାଣ୍ଡ, କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ଆଗରେ ଗଣ୍ଡଗୋଳ...ବିଧାୟକଙ୍କ ବିରୋଧରେ ଗର୍ଜିଲେ ଗୋଟିଏ ଗୋଷ୍ଠୀ, ପରିସ୍ଥିତି ଅଣାୟତ୍ତ ପରେ ତେଜିଲା ଉତ୍ତେଜନା...
ଫୁଲବାଣୀ ମେଡ଼ିକାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହୁଛି ଜଗା...ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ବି ତା’ମୁଣ୍ଡରେ ଦ୍ୱିତୀୟ ଅସ୍ତ୍ରୋପ୍ରଚାର ହେବାର ଅଛି।
କାର୍ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା...କାର୍ରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ..
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ସମ୍ଭାବନା....ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ...
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..
AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ସେମି ସଂଘର୍ଷ... ଆଜି ମୁମ୍ବାଇ ୱାଙ୍ଖଡ଼େରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍, ପଡ଼ିଆରେ ପହଞ୍ଚି ଦୁଇ ଟିମ୍ ର ଅଭ୍ୟାସ... ଟସ୍ ଉପରେ ଉଭୟ କ୍ୟାପଟେନଙ୍କ ନଜର...
ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।
ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଆଜି (ସୋମବାର) ପରଲୋକ ଘଟିଛି।
ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।
ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ ।