ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ ।
ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି ।
ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି ।
ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।
ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ମାମଲାର ଶୀଘ୍ର ଫଇସଲା କର । ହାଇକୋର୍ଟ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
ସାରା ବିଶ୍ୱରେ ରାଜ୍ କରୁଛି ଓଡ଼ିଶାର ମାଣ୍ଡିଆ ଜାତୀୟ ଦ୍ରବ୍ୟ । ପୂର୍ବରୁ ମାଣ୍ଡିଆ ନା ଶୁଣିଲେ ଲୋକେ ନାକ ଟେକୁଥିବା ବେଳେ ଏବେ କିନ୍ତୁ ମାଣ୍ଡିଆର ଚାହିଦା ବଢ଼ି ଯାଇଛି ।
ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି ।
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା।
କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା।
ଜଣେ ଦୁର୍ବୃତ୍ତ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ ।
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...
କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପୁରୀ ଗୁଣ୍ଡିଚା ମନ୍ଦିର ? କେବେ ଜଗାର ଜନ୍ମବେଦୀର ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ?
ମେଲାଣି ନେଲେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ଏବଂ ଅନୁଗୋଳରେ ବେଶ ଧୁମଧାମର ସହ ସମ୍ପର୍ଣ୍ଣ ହେଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ।
ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ ।
ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍।
ଆରମ୍ଭ ହୋଇ ଗଲାଣି ଶୀତ ଋତୁ। ସମଗ୍ର ରାଜ୍ୟ ଆସ୍ତେଆସ୍ତେ ଶୀତ ଅନୁଭୁତ ହେଲାଣି । ଆଜିଠୁ ରାଜ୍ୟରେ ଆହୁରି ଶୀତ ବଢିବ।
ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।
ଗତ ଶୁକ୍ରବାର ଦିନ ଭୁବନେଶ୍ୱରରେ ଏକ ଓଡ଼ିଆ ଫିଲ୍ମର ପ୍ରିମିୟର ସୋ’ ଚାଲିଥିବା ବେଳେ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଟୁଟୁଙ୍କ ବିରୋଧରେ ଏତଲା ହୋଇଥିଲା। ପରେ ପୋଲିସ ଘଟଣାର ତଦନ୍ତ କରି ପର ଦିନ ଟୁଟୁଙ୍କୁ ଗିରଫ କରିଥିଲା।
ମହେଶ୍ୱରଙ୍କ ପରେ ପୁରୀରୁ ହେଭିୱେଟ ରହିଛନ୍ତି ସଞ୍ଜୟ ଦାସବର୍ମା। ଦୀର୍ଘଦିନ ଧରି ଦଳରୁ ଦୂରେଇ ରହୁଥିବା ସଞ୍ଜୟଙ୍କୁ କିଛି ଦିନ ତଳେ ସାମ୍ନାକୁ ଆଣି ଦାୟିତ୍ୱ ଦେଇଛି ଦଳ।
ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ ।