/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699693732.jpg)
Nabarangpur SP
ଭିନ୍ନ ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୋଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି । ଭିନ୍ନ ଭିନ୍ନ ଅନ୍ଦାଜରେ ଏସ. ସୁଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା । ଜିଲ୍ଳା ପୋଲିସ ବାହିନୀ ତରଫରୁ ରାସ୍ତାରେ ଫୁଲ ବର୍ଷା କରାଯିବା ସହ ଫୁଲ ବିଛା ଯାଇଥିଲା । ଏବଂ ବାଜା ବଜାଇବା ସହିତ ଉପସ୍ଥିତ ପୋଲିସ ବାହିନୀ ତରଫରୁ ନାଚି ନାଚି ବିଦାୟ ଜଣାଯାଇଥିଲା l ଯାହାକୁ ନେଇ SP ଏସ. ସୁଶ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି l
#ଭିନ୍ନ_ଅନ୍ଦାଜରେ_SPଙ୍କୁ_ବିଦାୟକାଳୀନ_ସମ୍ବର୍ଦ୍ଧନା
ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୋଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି । ଭିନ୍ନ ଭିନ୍ନ ଅନ୍ଦାଜରେ ଏସ. ସୁଶ୍ରୀଙ୍କୁ ବିଦାୟ ଦିଆଯାଇଥିଲା ।..#Nabarangapur#Odishapic.twitter.com/DI9nk2Clwd— ଓଟିଭି (@otvkhabar) November 11, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)