ଜନସାଧାରଣଙ୍କ ଟଙ୍କାକୁ ଦଳୀୟ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଜେଡି ସରକାର ବିନିଯୋଗ କରୁଥିବା ବିଜେପି ଅଭିଯୋଗ କରିଛି ।
ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…
୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି ।
ଆଜି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ ।
ନିଆଁ ଲାଗି ଯାଇଥିବା ବସ୍ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।
ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଅନେକ ବଡ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ତାଙ୍କର ଏକମାତ୍ର ଚିନ୍ତାଧାରା ଥିଲା ଯେ ଶିକ୍ଷାର ତରଙ୍ଗକୁ ଦେଶର ପ୍ରତ୍ୟେକ ବିଭାଗରେ ପହଞ୍ଚେଇବା। ୮ ଦଶନ୍ଧି ପରେ ମଧ୍ୟ ତାଙ୍କ ଚିନ୍ତାଧାର ଦେଶର ଶିକ୍ଷା ବ୍ୟବସ୍ଥାକୁ ସଂଚାଳିତ କରୁଛି।
ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।
ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ ।
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ ।
ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।
ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ ।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।
ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି ।
ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି ।
କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।
ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।
କିଛି ଲୋକ ଧନ ରଖିକି ବି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି। ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଋଣଗ୍ରସ୍ତ ହୋଇପାରନ୍ତି।
ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି ।
ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।
କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛନ୍ତି କମିଶନର ।
ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ ।
ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବିଶ୍ୱର ଅଧିକାଶଂ ସହର ସ୍ଥାୟୀ ସମାଧାନ ସ୍ୱରୂପ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।