• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Maulana Abul Kalam Azad
National Education Day 2023: ଭାରତୀୟ ଆଧୁନିକ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣୀ ମୌଲାନା ଅବୁଲ କଲାମ ଆଜାଦ

ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଅନେକ ବଡ ନିଷ୍ପତ୍ତି ନେଇଥିଲେ ଯେଉଁଥିରେ ତାଙ୍କର ଏକମାତ୍ର ଚିନ୍ତାଧାରା ଥିଲା ଯେ ଶିକ୍ଷାର ତରଙ୍ଗକୁ ଦେଶର ପ୍ରତ୍ୟେକ ବିଭାଗରେ ପହଞ୍ଚେଇବା। ୮ ଦଶନ୍ଧି ପରେ ମଧ୍ୟ ତାଙ୍କ ଚିନ୍ତାଧାର ଦେଶର ଶିକ୍ଷା ବ୍ୟବସ୍ଥାକୁ ସଂଚାଳିତ କରୁଛି।

Bus Fire
ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ

ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।

Ayodhya Deepotsav
ଝଲସୁଛି ରାମନଗରୀ; ଏକାଠି ଜଳିବ ୨୪ ଲକ୍ଷ ଦୀପ

ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ ।

Jagannath Temple
ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା; କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ ।

Millet
ମାଣ୍ତିଆର ବଢୁଛି ଡିମାଣ୍ତ; ଧନୀଙ୍କ ପ୍ରଥମ ପସନ୍ଦ, ଚାଷୀ କୋଟିପଟି

ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।

ATM Van
ଫିଲ୍ମ ଷ୍ଟାଇଲରେ ATM ଭ୍ୟାନ୍ ଅଟକାଇଲେ, ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଉଠାଇନେଲେ

ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ ।

Congress Question over Governor Office
ନବୀନଙ୍କୁ ଭେଟିଲେ ରଘୁବର; କଂଗ୍ରେସ କହିଲା, ପ୍ରୋଟୋକଲ୍‌ ଭାଙ୍ଗିଛନ୍ତି ରାଜ୍ୟପାଳ

ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।

BJD
ବିଜେଡିରେ 'ଦକ୍ଷିଣୀ' କଂପନ; ହେଭିୱେଟ୍‌ଙ୍କ ମଧ୍ୟରେ ଛକାପଞ୍ଝା, ବଢୁଛି ଟେନସନ୍ !

ଧସୁଛି ବିଜେଡିର ଦକ୍ଷିଣ ଗଡ଼ । ଚରମସୀମାରେ ଗୋଷ୍ଠୀ କନ୍ଦଳ । କୋରାପୁଟରେ ରବି ନନ୍ଦ - ଈଶ୍ୱର ପାଣିଗ୍ରାହୀ ଓ ନବରଙ୍ଗପୁରରେ ରମେଶ ମାଝୀ-ପ୍ରଦୀପ ମାଝୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବିଜେଡି ଟେନସନକୁ ବଢ଼ାଇ ଦେଇଛି । ରାୟଗଡ଼ାରେ ବି ସମାନ ସ୍ଥିତି ।

Srilanka Cricket Board
ବୋର୍ଡରେ ରାଜନୈତିକ ହସ୍ତକ୍ଷେପ; ସଦସ୍ୟତା ପଦରୁ ନିଲମ୍ବିତ କଲା ICC

ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି ।

EV Scooters Fires
ହୁ ହୁ ହୋଇ ଜଳିଗଲା ଇଭି ଗାଡ଼ି ସୋ’ ରୁମ୍

ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି ।

Terrorist Killed
'ଦେଶର ଅମଙ୍ଗଳ ଚିନ୍ତା କରିବ ତ ମରିବ' : ବିଦେଶରେ ବି ଲୁଚିଲେ ବଞ୍ଚିବନି ଶତ୍ରୁ

କିଛିଦିନ ହେବ ପାକିସ୍ତାନରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ଅଜଣା ବ୍ୟକ୍ତିମାନେ ହତ୍ୟା କରୁଛନ୍ତି । ହତ୍ୟା ପରେ ଏହି ବ୍ୟକ୍ତିମାନେ କୌଣସି ସୁରାକ ଛାଡ଼ୁନାହାନ୍ତି ।

India Post announces biggest recruitment apply for Around 2000 post
India Post Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ଡାକରେ ଚାକିରି; ଦରମା ୮୦ ହଜାର ପରେ

ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।

Never make such a mistake in building a house, you May be in debt
Vastu Tips: ଗୃହ ନିର୍ମାଣରେ କେବେ ବି କରନ୍ତୁ ନାହିଁ ଏମିତି ଭୁଲ୍, ଋଣରେ ବୁଡିପାରନ୍ତି…

କିଛି ଲୋକ ଧନ ରଖିକି ବି ଭଲ ଜାଗାଟିଏ ମିଳୁନି ଆଉ ଯଦି ଜାଗାଟିଏ କିଣାଯାଇଛି ପରେ ଗୃହ ନିର୍ମାଣ କଲାବେଳେ ସେଥିରେ ବହୁତଗୁଡ଼ିଏ ବାଧାବିଘ୍ନ ଆସୁଛି। ଏହାକୁ ହିଁ ଆମେ ଭାଗ୍ୟ ବୋଲି କହୁଛେ। ଏହା ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା। ଋଣଗ୍ରସ୍ତ ହୋଇପାରନ୍ତି।

Odisha Citizen Award 2023
ଓଡ଼ିଶା ସିଟିଜେନ୍ ଆୱାର୍ଡ ୨୦୨୩; ୧୧ତମ ସଂସ୍କରଣ ପାଇଁ ପ୍ରଥମ ଜୁରୀ ବୈଠକ

ଭୁବନେଶ୍ୱରସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ବସିଥିବା ପ୍ରଥମ ଜୁରୀ ବୈଠକରେ, ପୁରସ୍କାର ପାଇବାକୁ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା ହୋଇଛି ।

javed akhtar says rama and sita cultural heritage of india
ରାମ ଏବଂ ସୀତା କେବଳ ହିନ୍ଦୁ ଦେବଦେବୀ ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ: ଜାଭେଦ ଅଖତର

ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।

ATM Van Lootera
ATM ପହଞ୍ଚିବା ପୂର୍ବରୁ ଲୁଟ୍‌; ବନ୍ଧୁକ ମୁନରେ ଲୁଟି ନେଲେ ଦେଢ଼ କୋଟି ଟଙ୍କା

କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି।

Twin City Police Commissioner
ରାତି ୧୦ଟା ପରେ ଫୁଟିବନି ବାଣ..ନିୟମ ନମାନିଲେ..

ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛନ୍ତି କମିଶନର ।

Teacher misbehave class 6 student
ପୀଡ଼ିତା ଭୋଗୁଛି ଯନ୍ତ୍ରଣା, କେବେ ଚେତିବେ ସରକାର

ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ ।

World Public Transport Day
World Public Transport Day 2023: ଯାତାୟାତରେ ପରିବେଶ ପାଇଁ ଅନୁକୂଳ ଥିବା ବିଶ୍ୱର ପ୍ରମୁଖ ପାଞ୍ଚଟି ସହର ..

ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବିଶ୍ୱର ଅଧିକାଶଂ ସହର ସ୍ଥାୟୀ ସମାଧାନ ସ୍ୱରୂପ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।

Bolero Accident
ମୁହଁ ଧୋଉ ଧୋଉ ଚାଲିଗଲା ଜୀବନ ..

ଛକି ରହିଥିଲା ମୃତ୍ୟୁ । ମୁହଁ ଧୋଉ ଧୋଉ ନିଜ ଜୀବନ ସହ ମଧ୍ୟ ହାତ ଧୋଇ ବସିଲେ ।

Pregnant woman carried on cot
ଭାରରେ ବୋହି ନେଉଥିଲେ, କିନ୍ତୁ ରାସ୍ତା ମଝିରେ ହେଲା ପ୍ରସବ

ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।

ex-Koraput MP Jayram Pangi
କଂଗ୍ରେସରେ ମିଶିବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

The governor has broken the protocol
ପ୍ରୋଟୋକଲ ଭାଙ୍ଗିଛନ୍ତି ରାଜ୍ୟପାଳ, ଅଭିଯୋଗ ଆଣିଲା କଂଗ୍ରେସ

ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

Puri Srimandir
ଶ୍ରୀମନ୍ଦିରରେ ପ୍ରବଳ ଗହଳି; ଠେଲାପେଲାରେ ୨୦ରୁ ଅଧିକ ଆହତ

ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।

Artificial Intelligence in Farming
ଆଉ ହଇରାଣ ହେବେନି ଚାଷୀ, ମୋବାଇଲରେ ସମାଧାନ ହେବ ଚାଷ ସମସ୍ୟା

ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result