ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।
ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
ମଙ୍ଗଳ ଆଳତି ସମୟରେ ଠେଲାପେଲା ହେବା ଦ୍ୱାରା ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି ।
ମୋବାଇଲରେ ସମାଧାନ ହେବ ଚାଷୀ ସମସ୍ୟା । କୃଷି ବିଭାଗ ପକ୍ଷରୁ ଆମ କୃଷି AI ଚାଟ୍ ବୋଟ୍ ଲଞ୍ଚ ।
ଆଲୋକର ପର୍ବ ଦୀପାବଳି ପାଇଁ ବିଏମସିର ପ୍ରସ୍ତୁତି ବୈଠକ l ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ହିସାବରେ ପାଳନ ହେବ ଦୀପାବଳି ।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୨.୩୫ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କର ଶୁଭ ସମୟ...
ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ୫ ଦିନ ପରେ ରାତି ତାପମାତ୍ରା ସାମନ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗତ ୭ ତାରିଖ ଦିନ ପ୍ରଧାନ ଶିକ୍ଷକ ସଚିତ୍ରନନ୍ଦନ ବିଶ୍ୱାସ ଏବଂ ସହକାରୀ ଶିକ୍ଷକ କେଶବ ମାଝୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।
ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି ।
କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।
ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଧନତେରାସରେ କିଣିବା ଅନୁଚିତ। କୁହାଯାଏ ଯେ ଏହି ଦିନ ଯଦି ଏହିସବୁ ଜିନିଷ କିଣାଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧ କରନ୍ତି, ଯାହା ଫଳରେ ଆର୍ଥିକ ସଙ୍କଟ ସୃଷ୍ଟିହୁଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ସେ ବିଷୟରେ ଜାଣିନେବା।
ଧନତେରାସ ସହିତ ଜଡିତ ଅନେକ କାହାଣୀ ଅଛି ଯାହା ଦର୍ଶାଏ ଯେ ଦୀପାବଳି ପୂର୍ବରୁ କାହିଁକି ଧନତେରାସ ପାଳନ କରାଯାଏ ଏବଂ ଆମ ଜୀବନରେ ଧନତେରାସ ମହତ୍ତ୍ୱ କ’ଣ? ଆସନ୍ତୁ ଜାଣିନେବା କ’ଣ କୁହେ କାହାଣୀ।
ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି।
ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ । ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜେରୁସେଲମ୍ର ମସଜିଦ ସହିତ ଜଡ଼ିତ ରହିଛି ଭାରତୀୟ ସୈନ୍ୟଙ୍କ ଇତିହାସ । ଜେରୁସେଲମ୍କୁ ସ୍ୱାଧିନତା ଦେବା ପାଇଁ ଇଂରେଜ୍ଙ୍କ ସହ ମିଶି ଯୁଦ୍ଧ ଲଢ଼ିଥିଲେ ଭାରତୀୟ ସୈନ୍ୟ ।
ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ।
ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।
କ’ଣ ସେହି ଗ୍ରୀନ୍ କ୍ରାକର୍ସ ? କେଉଁ ବାଣ ଗ୍ରୀନ୍ କ୍ରାକର୍ସ ଅନ୍ତର୍ଭୁକ୍ତ ? ତାକୁ ନେଇ ଲାଗିରହିଛି ନାନା ଦ୍ୱନ୍ଦ୍ୱ। ଏହାରି ଭିତରେ ବେଆଇନ୍ ବାଣ ବ୍ୟବସାୟୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବାରୁ ବାଣ ଆଣି ଥାକ ମାରିଥିବା ବ୍ୟବସାୟୀ ଏବେ ଅକଳରେ।
ରାଷ୍ଟ୍ରପତି ପାରାଦୀପ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।