• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Price Hike
କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।

BJD
ମାଛ ତେଲରେ ମାଛ ଭଜା ! ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର

ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ।

Bus Fire
ୱେଲଡିଂ ନିଆଁରୁ ଅଘଟଣ, ଜଳିଗଲା ୫ଟି ବସ୍

ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ISRO recruitment 2023 VSSC invites applications for LVD, HVD posts
ISRO Recruitment 2023: ଦଶମ ପାଶ୍ କରିଥିଲେ ISROରେ ଚାକିରି; ଦରମା ୬୦ ହଜାର ପରେ

ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।

Ind Vs Ned
ଶ୍ରେୟସ-ରାହୁଲଙ୍କ ବିସ୍ଫୋରକ ଶତକ; ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ

ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।

Droupadi Murmu
ଦ୍ୱିତୀୟ ଥର ପାଇଁ ରାଇରଂଗପୁର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

lal salaam teaser out rajinikanth cameo impresses fans
Teaser Out: ରିଲିଜ୍ ହେଲା ‘ଲାଲ ସଲାମ’ର ଟିଜର୍‌; ହୋସ୍ ଉଡେଇଲା ରଜନୀକାନ୍ତଙ୍କ ଆକ୍ସନ୍ ସିନ୍

‘ଜେଲର୍‌’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍‌ ରିଲିଜ୍ ହୋଇଛି।

Narendra Modi
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥର ବି ଯବାନମାନଙ୍କ ସହ ଦୀପାବଳି ମନାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି।

Uttarkashi
ଚାଲିଥିଲା ଟନେଲ ନିର୍ମାଣ, ରାତି ଅଧରେ ଭୁଶୁଡ଼ିଗଲା ! ଫସିଗଲେ ୪୦ ଶ୍ରମିକ

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।

Father Died
ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲା ବାପା, ଚାଲିଗଲା ଜୀବନ

ସରୋଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

Tiger 3
Tiger 3 Review: ଫିଲ୍ମରେ ନାହିଁ ସଲମାନଙ୍କ ଡାଇଲଗ, ନାହିଁ ଦମ୍‌ଦାର ଏଣ୍ଟ୍ରି..!

ଡାଇଲଗ୍ କହିଲେ ଗୋଟିଏ ‘ଜବ୍ ତକ୍ ଟାଇଗର୍ ମରା ନେହି, ତବ୍ ତକ୍ ଟାଇଗର୍ ହାରା ନେହି ।’ କିନ୍ତୁ ୟାକୁ ଶୁଣିବାକୁ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

Balijatra
ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି। 

Today Panchang
Today Panchang 12th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ, ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Dharmendra Pradhan Fake PA
ଧର୍ମେନ୍ଦ୍ରଙ୍କ PA କହି ଲୋକଙ୍କୁ ଚୁନ ଲଗାଉଥିଲା, ଏବେ ଧରାପଡ଼ି ଜେଲ୍‌ରେ..

ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।

Tiger 3
ରିଲିଜ୍‌ ହେଲା ସଲମାନଙ୍କ Tiger 3, ଆଡଭାନ୍‌ସ ବୁକିଂ ୨୦ କୋଟି ଟପିଲା...

ସାରା ଦେଶରେ ୧୬ ହଜାରରୁ ଅଧିକ ସ୍କ୍ରିନରେ ଭାଇଜାନଙ୍କ ଜଲୱା । ସଲମାନ ଖାନଙ୍କ ସ୍ବାଗକୁ ଦେଖୁଛନ୍ତି ଫ୍ୟାନ୍ ।

Kali Puja
Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

Deepawali
ଦୀପାବଳି-ପୟାଶ୍ରାଦ୍ଧ ! ଶ୍ରୀମନ୍ଦିରରେ କେବେ କରାଯିବ ପାଳନ ? ଜାଣନ୍ତୁ...

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ।

Kali Puja 2023
Kali Puja 2023: ଦୀପାବଳିରେ କାହିଁକି ହୁଏ କାଳୀ ପୂଜା; କ’ଣ କୁହେ କାହାଣୀ

ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।

Bholanath acknowledged Maa Kali as his mother
Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

According to different religion significance of celebrating diwali festival
Diwali 2023: କେଉଁ ଧର୍ମରେ କିପରି ପାଳନ ହୁଏ ଦୀପାବଳି

କେହି କେହି ଦୀପାବଳିରେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି।

Diwali
ସଞ୍ଜ ନଇଁଲେ ଦୀପ ଜଳିବ; ଫୁଟିଯିବ ଲକ୍ଷ ଲକ୍ଷ ଟଙ୍କା

କିଏ ବାଣ କିଣି ଘରେ ଗଦା କଲାଣି, ତ ଆଉ କିଏ ଘରକୁ ସଜାଇଲାଣି ସୁନ୍ଦର ଆଲୋକମାଳାରେ ।

Ayodhya Ram Mandir
‘ପ୍ରାଣପ୍ରତିଷ୍ଠା ଉତ୍ସବରେ ନଆସି ଜାନୁଆରୀ ୨୬ ପରେ ଅଯୋଧ୍ୟା ଆସନ୍ତୁ’

ଭବ୍ୟ, ଦିବ୍ୟ ଶ୍ରୀରାମ ମନ୍ଦିରରେ କେଉଁଠି ଲାଗିବେ କେଉଁ ପାର୍ଶ୍ୱ ମୂର୍ତ୍ତି । ତ୍ୱରିତ ଗତିରେ ମନ୍ଦିର ନିର୍ମାଣ ସାଙ୍ଗକୁ ମୂର୍ତ୍ତିନିର୍ମାଣ କାର୍ଯ୍ୟଶାଳାରେ ରାମାୟଣର ପ୍ରତିଟି କଥାବସ୍ତୁକୁ ଦର୍ଶାଉଥିବା ଏସବୁ ମୂର୍ତ୍ତି ନିର୍ମାଣ ବି ଶେଷ ପର୍ଯ୍ୟାୟରେ ।

Sports Infrastructure
ଭିତ୍ତିଭୂମି ଦୁର୍ବଳ, ସରକାର ଟଙ୍କା ଦେଉଛି ପ୍ରବଳ; ଏ ଚାଲ୍‌ ରହିଲେ ହେଲା !

କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ ।

Passenger Bus Fire
ଉଜୁଡ଼ିଗଲା ଦୀପାବଳିର ଖୁସି; ନିଜେ ଜଳି ୩୦ ଜଣଙ୍କୁ ବଞ୍ଚାଇଦେଲେ ପୁଷ୍ପାଞ୍ଜଳି

କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ ।

Deepotsav
ଝଲସିଲା ଅଯୋଧ୍ୟାର ସରଜୁ ତଟ; ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ । ଆରତି କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରଜୁ ନଦୀର ୫୧ଟି ଘାଟରେ ଏକାଠି ଜଳିଲା ୨୪ ଲକ୍ଷ ଦୀପ ।

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result