• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gyanvapi Masjid case
ଜ୍ଞାନବାପି ମସଜିଦ୍ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ ।

Flood displaces around 57,000 people in Assam
ବନ୍ୟାରେ ଉବୁଟୁବୁ ଆସାମ; ୬୫୨ ଟି ଗାଁ ଜଳବନ୍ଦୀ

ଅବିଶ୍ରାନ୍ତ ବର୍ଷା ପରେ ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି ।

EPF Dob Update
EPFରେ ନୂଆ ପରିବର୍ତ୍ତନ: ଜନ୍ମତାରିଖ ଭୁଲଥିଲେ ଅନଲାଇନ୍‌ରେ ହୋଇପାରିବ ଅପଡେଟ୍‌

ପୁରା ଅନଲାଇନ୍ ପ୍ରକ୍ରିୟାକୁ ନେଇ ଇପିଏଫ୍ଓ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି।

Delhi Fire
ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଚପଲ ଫ୍ୟାକ୍‌ଟ୍ରି

ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରିନି ।

LIC Stock
ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍ଆଇସି

ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।

EPFO
ଏଣିକି ଘରେ ବସି କରିହେବ EPFO ଡିଟେଲ୍ସ ଅପ୍‌ଡେଟ୍‌, ସଂସ୍ଥା ଜାରି କଲା ଟ୍ରେନିଂ ଭିଡିଓ.. ଦେଖନ୍ତୁ

ଏଥିପାଇଁ ଉପଭୋକ୍ତାଙ୍କୁ କେବଳ ଏହାର EPFO ପୋର୍ଟାଲରେ ଲଗ୍‌ ଇନ୍‌ କରିବାକୁ ହେବ ।

LIC Stock
ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍‌ଆଇସି

ଆସନ୍ତାକାଲି ଷ୍ଟକ୍ ମାର୍କେଟରେ ଏଲ୍ଆଇସି ଷ୍ଟକ୍ ଏଣ୍ଟ୍ରି ମାରିବ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ । ମେ ୪ରୁ ୬ ଦିନ ପାଇଁ ଖୋଲାଥିବା ଦେଶର ସର୍ବବୃହତ ଆଇପିଓ ।

Tree House
ଆମ୍ବ ଗଛରେ ୪ ମହଲାର ଟ୍ରି-ହାଉସ ! ଲାଗିଛି ରିମୋଟ ସିଡ଼ି

ଘରର ଡିଜାଇନ୍‌ ଗଛର ଡାଳ ଅନୁସାରେ ପ୍ରସ୍ତୁତ ହୋଇଛି । ଗଛର କୌଣସି ଗୋଟିଏ ଡାଳକୁ କଟା ନଯାଇ ଏହି ବିଳାସପୂର୍ଣ୍ଣ ଘର ତିଆରି କରାଯାଇଛି ।

Delhi Sees Record Temperature
ଜଳୁଛି ରାଜଧାନୀ, ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ

ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଭଳି ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି।

Gold Price Today
କିଛି ଦିନ କମିବା ପରେ ପୁଣି ମହଙ୍ଗା ହେଲା ସୁନା

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି। Multi Commodity Exchange(MCX)ରେ ସୁନା ଦର(Gold Price) ୦.୦୮% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୯,୯୧୫ ଟଙ୍କାରେ କାରବାର ଚାଲିଥିଲା।

Gyanvapi Masjid
ଜ୍ଞାନବାପି ମସଜିଦରେ ସରିଲା ତିନିଦିନିଆ ଭିଡିଓ ସର୍ଭେ

ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ

special story
ହୋମଗାର୍ଡଙ୍କ ଗୁଣ୍ଡାଗିରି : ଗାଡ଼ିରୁ ଘୋଷାଡ଼ି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ

ମାଡ଼ ମାରି ଯୁବକଙ୍କ ଗୋଡ଼ ଭାଙ୍ଗିଦେଲେ ପୋଲିସ୍‌ ବାବୁ ।

Lawyer Kicked, Slapped On Road In Karnataka
ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଓ ଚାପୁଡ଼ା, ଦର୍ଶକ ସାଜିଲେ ଲୋକେ...

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ।

Not Unnatural Offence
ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ବମ୍ବେ ହାଇକୋର୍ଟ

ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ଅଭିଯୁକ୍ତଙ୍କୁ ଜେଲ ହୋଇଥିଲା।

The identification of the deceased
ଗାଧୋଇବା ବେଳେ ବିପକ୍ଷ ଗୋଷ୍ଠୀଙ୍କ ଆକ୍ରମଣ, ପାଣି ଭିତରୁ ବାହାରିଲା ୫ ମୃତଦେହ

ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

dwarf Couple
ସାଢ଼େ ତିନି ଫୁଟର ବରକୁ ମିଳିଲା ୩ ଫୁଟର କନିଆଁ

ବିବାହ କାର୍ଯ୍ୟକ୍ରମ ବି ବେଶ ଧୁମଧାମରେ ହୋଇଛି। 

PM Modi visits Nepal
ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନକୁ ଯିବେ ମୋଦି

ମାୟାଦେବୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ।

Assam Flood
ଆସାମରେ ବନ୍ୟାର ତାଣ୍ଡବ: ୫୭ ହଜାର ଲୋକ ଜଳବନ୍ଦୀ

ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Scorching heatwave continues in Delhi as maximum temperature breaches 49-degree mark
ରୌଦ୍ରତାପରେ ଜଳୁଛି ରାଜଧାନୀ; ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ପାର

ରାଜଧାନୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପାର କରିଥିବାରୁ ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରୌଦ୍ରତାପ ଏତେ ଯେ ଲୋକଙ୍କ ଘରୁ ବାହାରିବା ବି ମୁସ୍‌କିଲ୍‌ ହୋଇପଡୁଛି ।

Hot Wave
ଦିଲ୍ଲୀରେ ୪୯ ଡିଗ୍ରୀ ଟପିଲା ତାପମାତ୍ରା

 ୧୯୬୬ ପରେ ଆଜି ଗୁରଗାଁଓର ତାପମାତ୍ରା ରେକର୍ଡ ଛୁଇଁଛି।

Labourers Trapped Inside Quarry Rescued InTamil Nadu
ଯେଉଁଠୁ ଜୀବନ ଫେରି ପାଇବା ଅସମ୍ଭବ, ସେଇଠି ହେଲା ଚମତ୍କାର; ହେଲେ...

ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍‌, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ। 

Treating Leopard Cub Kitten Children Brought Home Farm Then Lcla
ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ, ଆଉ ତା ପରେ...

ବିଲେଇ ଛୁଆ ଭାବି ଘରକୁ ଚିତା ବାଘ ଆଣିଲା କୁନିଝିଅ । ମହାରାଷ୍ଟ୍ରରୁ ଏହି ନିଆରା ଘଟଣା ସାମ୍ନାକୁ ଆସିଛି ।

Skeleton
୧୮୫୭ ସ୍ୱାଧୀନତା ସଂଗ୍ରାମରେ ନିହତ ୨୮୨ ଭାରତୀୟ ସୈନିକଙ୍କ କଙ୍କାଳ ଉଦ୍ଧାର

ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"

Manik Saha Takes Oath As New Chief Minister of Tripura
ତ୍ରିପୁରାରେ ଘଡ଼ିକେ ଛୁଟୁଛି ଘୋଡା: କାଲି ଇସ୍ତଫା, ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି।  ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା  ଦେଇଥିଲେ। 

3 Dead Due To Flash Floods, Landslides in Assam
ବନ୍ୟାର ତାଣ୍ଡବ ଓ ଭୟଙ୍କର ଭୂସ୍ଖଳନ: ୩ ମୃତ, ୨୫ ହଜାର ଲୋକ ପ୍ରଭାବିତ

ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ପ୍ରଭାବିତ।