• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
ଆହୁରି ଶସ୍ତା ହେଲା ସୁନା, ରୁପା ଦର ବି କମିଲା

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୧,୪୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୭,୫୦୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଓ ରୁପା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି।

SPECIAL STORY
ନିଘୋଡ଼ ନିଦରେ ଟ୍ରାକ୍‌ରେ ଶୋଇପଡ଼ିଲେ ଯୁବକ : ମୃତ୍ୟୁ ସାଜି ମାଡ଼ି ଆସିଲା ଲୌହ ଦାନବ, ହେଲେ . .

ନିଦ ପାଇଁ ଜୀବନ ଚାଲିଯାଇ ଥାଆନ୍ତା, ହେଲେ ଭାଗ୍ୟ ବଳରେ ଯୁବକଙ୍କ ଜୀବନ ବଞ୍ଚିଗଲା ।

Gas Leak In Industrial Area Near Visakhapatnam
ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ୟାସ୍‌ ଲିକ୍‌ ଯୋଗୁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଆଖି ପୋଡ଼ିବା ସହିତ ବାନ୍ତି ହୋଇଥିଲା।

SBI Pratikhya
ଦିନେ ଯେଉଁ ବ୍ୟାଙ୍କରେ ସକାଳୁ ଝାଡ଼ୁ ମାରୁଥିଲେ ପ୍ରତୀକ୍ଷା, ଏବେ ସେଠାରେ AGM

ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।

Woman throws chappals at Partha Chatterjee
ପାର୍ଥ ଚାଟାର୍ଜୀଙ୍କୁ ଚପଲ ଫିଙ୍ଗିଲେ ମହିଳା, କହିଲେ ଶାନ୍ତି ମିଳିଲା

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ରାଗିକି ଥିଲେ ଜଣେ ମହିଳା। ହସ୍‌ପିଟାଲ୍‌ରେ ଦେଖାହେବା ମାତ୍ରେ ଫୋପାଡିଲେ ଚପଲ। କହିଲେ ମୁଣ୍ଡରେ ବାଜିଥିଲେ ଠିକ ହୋଇଥାନ୍ତା।

TMC MP
ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ

ଗ୍ୟାସ ସିଲିଣ୍ଡର ଦରବୃଦ୍ଧିର ପ୍ରତିବାଦରେ କଞ୍ଚା ଚୋବାଇଲେ ବାଇଗଣ ।

Adhar Card
ଜାଲି ଭୋଟର ଧରିବାକୁ ଆରମ୍ଭ ହେଲା ପ୍ରକ୍ରିୟା, ନିର୍ବାଚନ କମିଶନ ନେଲେ ବଡ଼ ପଦକ୍ଷେପ

ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍‌ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।

 30-year-old UAE Returnee Tests +ve for Monkeypox in Kozhikode
ଡରାଇଲାଣି ମଙ୍କିପକ୍ସ ! ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି...

ED Raids At National Herald Office
ପ୍ରଥମେ ସୋନିଆଙ୍କୁ ପଚରାଉଚରା, ପରେ ନ୍ୟାସନାଲ୍‌ ହେରାଲ୍ଡ ଅଫିସରେ ପଶିଲା ED

 ନ୍ୟାସନାଲ୍‌ ହେରାଲ୍ଡ ଅଫିସରେ ଇଡି ରେଡ୍‌। କୁହାଯାଉଛି ଯେ, ହେରାଲ୍ଡ ହାଉସ୍‌ର ଚତୁର୍ଥ ମହଲାରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି।

Reliance Jio Soon Launch 5G Service In India
ଖୁବ୍‌ଶୀଘ୍ର 5G ଲଞ୍ଚ୍‌ କରିବ ଜିଓ ! ଆକାଶ ଅମ୍ବାନୀ ଦେଲେ ଏମିତି ଇସାରା...

ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଏନେଇ ରିଲାଏନ୍ସ ଜିଓର ଚେୟାରମ୍ୟାନ୍‌ ଆକାଶ ଅମ୍ବାନୀ ଇସାରା ଦେଇଛନ୍ତି।

Woman Dies After Eating Instant Noodles With Tomatoes Laced With Rat Poison
ମୂଷା ମାରିବା ପାଇଁ ଟମାଟୋରେ ବିଷ ଦେଇଥିଲେ; ହେଲେ ନିଜେ ଖାଇଦେଲେ

ମୂଷା ମାରିବା ପାଇଁ ଟମାଟୋ ଉପରେ ଲଗାଇଥିଲେ ବିଷ । ହେଲେ ଦୁର୍ଭାଗ୍ୟବଶତଃ ନିଜେ ଖାଇ ମରିଗଲେ...

Delhi reports 2nd monkeypox case
ବିଦେଶ ନଯାଇ ବି ମଙ୍କିପକ୍ସରେ ଆକ୍ରାନ୍ତ, ଲକ୍ଷଣ ଦେଖାଯିବା ପରେ...

୩୫ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣେ ଆଫ୍ରିକୀୟ ନାଗରିକ। ନିକଟରେ ସେ କୌଣସି ବିଦେଶ ଯାତ୍ରା କରିନଥିବା ଜଣାପଡ଼ିଛି। ତଥାପି ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି।

Faridabad janwar corona vaccine anchovax animal vaccine successful trial on zoo animals
ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

heavy rains wreak havoc in kerala 6 killed several houses damaged
ଲଗାଣ ବର୍ଷାରେ ବେହାଲ କେରଳ: ୬ ମୃତ, ଜଣେ ନିଖୋଜ

କେରଳର ମୁଣ୍ଡକାୟମ, ଏରାତୁପେଟା ଓ କୁଟିକାଲ୍ ସହର ଜଳାର୍ଣ୍ଣବ...ଏରାତୁପେଟା ସହରରେ ଲୋକଙ୍କ ଘରେ ପଶିଗଲା ପାଣି ....

nirmala
ପଡ଼ୋଶୀ ରାଷ୍ଟ୍ରଙ୍କ ପରି ଆମେ ହାତ ପତାଉ ନାହୁଁ: ନିର୍ମଳା ସୀତାରମଣ

ସୀତାରମଣ ଗୃହରେ ବିଶିଷ୍ଟ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କ ମନ୍ତବ୍ୟକୁ ଗୃହରେ ପଢ଼ି ଶୁଣାଇଥିଲେ।

  • Monday, 01 August 2022
5G Internet Service
ଶେଷ ହେଲା 5G ସ୍ପେକ୍ଟ୍ରମ ନିଲାମୀ: ଅଧା କିଣିନେଲା ଜିଓ

ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ।

stambheshwar mahadev mandir vadodara disappears everyday must visit shiv mandir in sawan
ପୁରାଣରେ ବି ଲେଖାହୋଇଛି: ଭକ୍ତଙ୍କୁ ଦର୍ଶନ ଦେଇ ଉଭାନ୍ ହୋଇଯାଆନ୍ତି ଭଗବାନ ଶିବ

ପ୍ରତିଦିନ ଦୁଇ ଥର ଅଦୃଶ୍ୟ ହୋଇଯାଏ ଏହି ମନ୍ଦିର...ଆସନ୍ତୁ ଜାଣିବା କାହିଁକି...

Sanjay Raut
ଅଗଷ୍ଟ ୪ ଯାଏଁ ED ହେପାଜତରେ ରହିବେ ସଞ୍ଜୟ

ସଞ୍ଜୟଙ୍କୁ ମୁମ୍ବାଇ PMLA କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି ଇଡି ....

Jabalpur
ଭୟଙ୍କର ଅଗ୍ନିକାଣ୍ଡ ! ଚାଲିଗଲା ୧୦ ଜଣଙ୍କ ଜୀବନ

ଅଗ୍ନିକାଣ୍ଡରେ ଅନେକ ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଧୁଆଁମୟ ହୋଇଯାଇଛି ।

Special story
ଦିନରାତି ପରିଶ୍ରମ କରି ଡିପୋର ଅବସ୍ଥା ବଦଳାଇଦେଲେ ମହିଳା ଅଧିକାରୀ : କୃତଜ୍ଞତା ଜଣାଉଛନ୍ତି ଜନତା

ମହିଳା ଅଧିକାରୀଙ୍କୁ ସାବାସୀ, ଲଗାତାର ତିନି ମାସ ଧରି ପ୍ରଥମ ସ୍ଥାନରେ ସିକର ଡିପୋ

Whatsapp Call From 92 Code Then Know What Will Do
ଏହି ନମ୍ବରରେ WhatsAppରେ ଆସୁଛି କି କଲ୍‌ ? ସାବଧାନ ରୁହନ୍ତୁ, ଭୁଲ୍‌ରେ କରନ୍ତୁ ନାହିଁ ଏହିସବୁ କାମ...

ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍‌ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନେକ ଲୋକଙ୍କୁ +92 କୋଡ୍‌ ମୋବାଇଲ୍‌ ନମ୍ବରରୁ WhatsAppରେ କଲ୍‌ ଆସୁଥିବା ଦେଖିବାକୁ ମିଳିଛି।

LPG cylinder prices slashed from today
ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ପୁଣି କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ହ୍ରାସ ନେଇ ଘୋଷଣା କରିଛନ୍ତି। 

India’s First Monkeypox Death Reported From Kerala
ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ।

Shiv Sena's Sanjay Raut Arrested
ମଧ୍ୟରାତ୍ରରେ ଗିରଫ ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ, ଘରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।