‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି।
ଦେଶବାସୀଙ୍କୁ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି ।
ପାକିସ୍ତାନ ଗଠନ ଦାବି ମାନିନେଇଥିଲେ କଂଗ୍ରେସର ତୁଙ୍ଗ ନେତା, ଦେଶବାସୀଙ୍କୁ ଅଜ୍ଞ ରଖି ନିଷ୍ପତ୍ତି ନେଇଥିଲେ କେଇଜଣ ନେତା
ମହାରାଷ୍ଟ୍ରର ନୂଆ ସରକାରରେ ବିଭାଗ ବଣ୍ଟନ ହୋଇଛି ।
ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।
ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେ ଏହାର ଖୁଲାସା କରିବେ।
ଗରିବ ବାପାର ସୁନା ପୁଅ । କଠିନ ପରିଶ୍ରମ କରି ଆଜି ସେ ସଫଳ ହୋଇପାରିଛନ୍ତି ।
ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।
ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍ର ବେତାଜ୍ ବାଦ୍ଶାହ ବୋଲି ମଧ୍ୟ କୁହାଯାଏ ।
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଭାରତ କ୍ରୟ ଶକ୍ତି ସମତା ଆଧାରରେ ଏବେ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି ।
ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ।
ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।
ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।
ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..
Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।
ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍ରୁ ଘଳିଆ ପଡ଼ିଥିଲା ।
ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।
ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି।
ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ବଦଳାଇଛନ୍ତି ନାଆ
ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।
ତେଲୁଗୁ ହରର୍ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।
୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।