ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।
ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।
ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର
ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।
ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।
ଏହି ଘଟଣାରେ ମୋଟ୍ ୧୨ଜଣ ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରୁ ଆଠ ଜଣଙ୍କୁ ଗିରଫ କରାଯାଇଛି
ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।
ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍ ସହ ଲିଭ-ଇନ୍ରେ ରହିବାର କିଛି ଦିନ ପରେ ପିସ୍ ପିସ୍ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଯୋଜନାରେ ବିନିଯୋଗ କରନ୍ତୁ . . .
ସାମାନ୍ୟ ଗୋଟିଏ ବିଅର ବଟଲର ଦାମ୍ ଏତେ ଟଙ୍କା ହେବାର କାରଣ କଣ ?
ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରି ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।
ମୋବାଇଲ୍ ହଜିଗଲେ କିମ୍ବା ଚୋରି ହୋଇଗଲେ . . .କିପରି ଫେରିପାଇବେ . . .
ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍ୱେ ଟ୍ରାକ୍ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। ପୋଲିସ୍ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା।
ନେତାଙ୍କୁ କୋଣ ଠେସା କରିବାଟା ଠିକ୍ ହେଲାନି ବୋଲି କହିଲେ ସମର୍ଥକ