ମୁମ୍ବାଇରେ ପୂର୍ବରୁ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା, ଯାହା ବର୍ତ୍ତମାନ ୧୬୨୯ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ୧୯୧୧ ଟଙ୍କାରେ ବିକ୍ରି ହୋଇଥିବା ସିଲିଣ୍ଡରର ମୂଲ୍ୟ ୧୮୪୦.୫୦ ଟଙ୍କାକୁ ଖସି ଆସିଛି।
କମର୍ସିଆଲ ସିଲିଣ୍ତରର ଦାମ୍ କମିଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ।
ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।
ଖୁବ୍ଶୀଘ୍ର ଏଲ୍ପିଜି ସିଲିଣ୍ତରରେ ବି ଲଗାଯିବ କ୍ୟୁ ଆର୍ କୋଡ୍ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ।
କଷ୍ଟମର କେୟାର ନମ୍ୱରକୁ କଲ କରି ବୁକିଂ କରିବା ଜମାନା ଗଲା। ଏଣିକି ଗୋଟିଏ ମିସକଲ କଲେ, ଘର ଦୁଆର ମୁହଁରେ ପହଂଚିଯିବ ଏଲପିଜି ଗ୍ୟାସ ସିଲିଣ୍ଡର। ଏହା ପରେ ଆଉ ଗ୍ୟାସ ବୁକିଂ ଅସୁବିଧା ରହିବ ନାହିଁ। ଜାଣନ୍ତୁ ସେହି ନମ୍ୱର.