• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pakistan Flood
ବନ୍ୟାରେ ବୁଡ଼ିଗଲାଣି ଅଧା ପାକିସ୍ତାନ, ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଦେଶବାସୀ

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

WhatsApp-JioMart service launches by Reliance Retail
ଏଣିକି WhatsAppରେ ବି କରିପାରିବେ ଜିଓମାର୍ଟ ସପିଙ୍ଗ

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।

gold price today
ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୯୦୦ ରହିଛି ।

Babri Masjid Demolition
ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ

ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

twin towers
ଟ୍ୱିନ୍ ଟାଓ୍ୱାର ଭାଙ୍ଗିବା ପରେ ଭାରତକୁ ନୂଆ ଅଭିଜ୍ଞତା

ନିର୍ମାଣାଧୀନ କୋଠା ମାଟିରେ ମିଶିବା ପରେ ଏବେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି

NASA Postpones Launch Of Artemis I Moon Mission
ରକେଟ୍‌ ଉତ୍‌କ୍ଷେପଣର ୪୦ ମିନିଟ୍ ପୂର୍ବରୁ ସ୍ଥଗିତ ହେଲା ଚନ୍ଦ୍ର ଅଭିଯାନ

ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।

Lalbaugcha Raja
ପୁଣି ଲାଗିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼; ଦର୍ଶନ ଦେବେ ଲାଲ ବାଗଚା ରାଜା

୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି ।

Reliance
ଦୀପାବଳି ପୂର୍ବରୁ ଦେଶରେ 5G ସୁବିଧା

ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ  । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା  ।

Mukesh Ambani
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ବଡ଼ ଦାୟିତ୍ୱ ନେଲେ ଈଶା, ଏବେ ଡୋର ଷ୍ଟେପ୍‌ରେ ପହଞ୍ଚିବ ରାସନ

ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।

Gulam Nabi Azad
'ଇସ୍ତଫା ପରେ ମୁହଁ ଖୋଲିଲେ...ରାହୁଲଙ୍କ ଉପରେ ପ୍ରବଳ ବର୍ଷିଲେ'

କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।

Special story
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଯୁବ ଇଞ୍ଜିନିୟର ଗିରଫ

ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।

Noida’s Supertech Twin Towers
ଭାଙ୍ଗିବାକୁ ମାତ୍ର ୯ ସେକେଣ୍ତ, ହେଲେ ସଫା କରିବାକୁ ଲାଗିବ ପୂରା ୩ ମାସ!

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..

Anant Ambani
ଦୁବାଇରେ ବି ଦବ୍‌ଦବା ଦେଖାଇଲେ ମୁକେଶ ଅମ୍ବାନୀ, ସାନପୁଅ ପାଇଁ କିଣିଲେ ସବୁଠୁ ଦାମୀ ଘର

ବ୍ରିଟିଶ ଫୁଟବଲର୍ ଡେଭିଡ ବେକହମ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ପାଖରେ ରହିଛି ଅମ୍ବାନୀଙ୍କ ଏହି ଘର ।

Special story
‘ ତା’ସହ ମଧ୍ୟ ସେମିତ ହେବା ଦରକାର’ : ଜୀବନ୍ତ ଜଳିଯାଇ ପ୍ରାଣ ହରାଇଥିବା ଯୁବତୀଙ୍କ ଅପିଲ୍‌

ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍‌ ।

 Mutton Shop
ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

Special story
5Gକୁ ନେଇ ରିଲାଏନ୍ସ ଜିଓର ବଡ ଘୋଷଣା : ପ୍ରଥମେ ମେଟ୍ରୋ ସହରରେ ମିଳିବ ସେବା

5G ସମ୍ବନ୍ଧରେ ମୁକେଶ ଆମ୍ବାନୀ ବଡ ଘୋଷଣା କରିଛନ୍ତି ।

SBI WhatsApp service launched
SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏଣିକି WhatsAppରେ ଚେକ୍‌ କରିପାରିବେ ଆକାଉଣ୍ଟ ବାଲାନ୍ସ...

Yono App ଲଗ୍‌ଇନ୍‌ କିମ୍ବା ଏଟିଏମ୍‌ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍‌ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍‌(ନେଣଦେଣ)ଆପଣଙ୍କୁ ମିଳିପାରିବ। 

Dumka Girl Death Case
୫ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଯୁବତୀ, ପେଟ୍ରୋଲ ପକାଇ ଜାଳି ଦେଇଥିଲେ ଶାହରୁଖ...

ଗତ ଅଗଷ୍ଟ ୨୩ ତାରିଖରେ ଭୋର ୪ଟା ସମୟରେ ଶୋଇଥିବା ଅବସ୍ଥାରେ ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ଶାହରୁଖ ଜୀଅନ୍ତା ଜାଳି ଦେଇଥିଲା।

Gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୭୦୦ ରହିଛି ।

Special story
ଶିଶୁକୁ ବଞ୍ଚାଇବାକୁ ଯାଇ ପରିତ୍ୟକ୍ତ କୂଅକୁ ଓହ୍ଲାଇଲେ ଚାରି ଭାଇ, ଏକ ସଙ୍ଗେ ଚାଲିଗଲା ଜୀବନ

ଜୀବନ ନେଇଗଲା ପରିତ୍ୟକ୍ତ କୂଅ । ଶିଶୁକୁ ବଞ୍ଚାଇବାକୁ ଯାଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

Asia Cup
ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଭାରତ

ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।

Demolition of Twin Tower
୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।

Congress Leader rahul gandhi
କିଏ ଧରିବ କଂଗ୍ରେସ ମଙ୍ଗ ? ରାଜି ନାହାନ୍ତି ରାହୁଲ, ଅକ୍ଟୋବର ୧୯ରେ ସ୍ପଷ୍ଟ ହେବ ଚିତ୍ର

କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?