ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦରରହିଛି ୪୯ ହଜାର ୪୩୦ ଟଙ୍କା ରହିଛି ।
କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍ଙ୍କ ସମର୍ଥକମାନେ କହିଛନ୍ତି।
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।
ସେପ୍ଟେମ୍ବର ୨୮କୁ ସର୍ଜିକାଲ ଷ୍ଟ୍ରାଇକ୍ ଡେ ଭାବେ ପାଳନ କରାଯିବ ବୋଲି ମୋଦି କହିଛନ୍ତି ।
ଅକ୍ଟୋବର ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବାକୁ ଯାଉଛି। ଦେଶରେ ଦୀପାବଳି ସୁଦ୍ଧା 5G ଲଞ୍ଚ୍ କରିବାକୁ ପୂର୍ବରୁ ଜିଓ ମଧ୍ୟ ଘୋଷଣା କରିସାରିଛି।
ଅଫିସ୍ ଛୁଟି ଥିବା ସମୟରେ ବିଶେଷ କରି ୱିକେଣ୍ଡ୍ରେ ଅଧିକ ବୋର୍ ଲାଗିଥାଏ। ତେବେ ବେଙ୍ଗାଲୁରୁରେ ଯେଉଁମାନେ ରହୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ଉଦାସ କିମ୍ବା ଦୁଃଖରେ ଅଛନ୍ତି ଓ ମନ ହାଲ୍କା କରିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଭଡ଼ାରେ ବୟଫ୍ରେଣ୍ଡ୍ କରି ପାରିବେ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ରହିଛି ୪୭ ହଜାର ୭୦୦ ଟଙ୍କା ରହିଛି ।
ରିସୋର୍ଟକୁ ଆସୁଥିବା VIP ଅତିଥିଙ୍କୁ ‘ସ୍ପେଶାଲ୍ ସର୍ଭିସ୍’ ଦେବା ପାଇଁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା। ହ୍ୱାଟ୍ସଆପ୍ ଚାଟ୍ରେ ଏସବୁର ଖୁଲାସା ହୋଇଛି।
ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍. ଜୟଶଙ୍କର କହିଥିଲେ, ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି। ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।
ସ୍ୱାମୀ ତାଙ୍କର କୋମାରେ ଅଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖିଛନ୍ତି ଏବଂ ଗଙ୍ଗାଜଳ ଛିଞ୍ଚୁଛନ୍ତି। ଦିନେ ନୁହେଁ କି ୨ ଦିନ ନୁହେଁ, ଦୀର୍ଘ ୧୮ ମାସ କାଳ ଏମିତି ସାଇତି ରଖିଛନ୍ତି ସ୍ୱାମୀଙ୍କ ଶବକୁ। ଏମିତି ଆଶ୍ଚର୍ଯ୍ୟ କରିଦେବା ପରି ଖବର ଆସିଛି କାନପୁରରୁ।
ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ମତ ହାସଲ କରିବା ନେଇ ଡକାଯାଇଥିବା ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବନ୍ୱାରିଲାଲ ପୁରୋହିତ ବାତିଲ କରିଛନ୍ତି। ସେ ରାଜ୍ୟ ସରକାରକୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛନ୍ତି। ଏନେଇ ଦେଖାଦେଇଛି ତିକ୍ତତା।
ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ। ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଅଟାୱା, ଫିରୋଜାବାଦ ଏବଂ ବଲରାମପୁରରେ।
ଜନତାଙ୍କ ସେବା କରିବା ନେତା, ମନ୍ତ୍ରୀଙ୍କର ଧର୍ମ ବୋଲି ସେମାନେ ଖୁବ ପ୍ରଚାର ପ୍ରସାର କରିଥାନ୍ତି । ହେଲେ ଏମିତି ପ୍ରଚାର ପ୍ରସାର ଭିତରେ ନିଜ ସେବା ସହ ନିଜ ଖାନଦାନିର ସେବା କେମିତି କରିଥାନ୍ତି ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏ ନେତାଙ୍କୁ ଦେଖନ୍ତୁ ତ ଥରେ ! ୟାଙ୍କ କାମ ଦେଖିଲେ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ନେତାମାନେ ବେଳେବେଳେ ଜନତାଙ୍କ ସେବା କରିଥାନ୍ତି ।
ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ରହିଛି ୪୭ ହଜାର ୭୦୦ ଟଙ୍କା ରହିଛି ।
ମୋ ଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍ଡିଙ୍ଗ ବଜାରରେ ହଜିଯାଇଛି।’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏମିତି ବିଜ୍ଞାପନ ଭାଇରାଲ ହୋଇଛି ସୋସିଆଲ ମିଡ଼ିଆରେ ।
କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।
ଗୁଗୁଲ୍ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।
ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୫୦ ହଜାର ୩୦ ଟଙ୍କା ରହିଛି ।
ଇ-କମର୍ସର ସମସ୍ତ ଡିଲ୍ସ୍କୁ Flipkart ପ୍ଲସ୍ ମେମ୍ବର୍ସ ଆକ୍ସେସ୍ କରିପାରିବେ। ତେବେ ଅନ୍ୟ ୟୁଜର୍ସ ମଧ୍ୟ ଆଜି ରାତି ୧୨ଟାରୁ ଏହି ସେଲ୍ର ଫାଇଦା ଉଠାଇପାରିବେ।
ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।
ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମ୍ମଦ ଇଲୟାସୀ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସୀଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍ ଲଗାଇବା ବାଧ୍ୟତା ମୂଳକ ।
ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।