ଟ୍ୱିନ୍ ଟାଓ୍ୱାର୍ ଧ୍ୱଂସସ୍ତୁପରେ ପରିଣତ ହେବା ବେଳେ ସେଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଏବଂ ବିଜ୍ଞାନ ଭିତ୍ତିକ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ୧୦ଟି ବ୍ଲାକ୍ ବକ୍ସ ଖଞ୍ଜା ଯାଇଥିଲା।
ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।
୯ ସେକେଣ୍ଡରେ ମାଟିରେ ମିଶିବ ଟ୍ୱିନ୍ ଟାୱାର , ପୂରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ମାଟିରେ ମିଶିଯିବ ଦୁଇ ନଭଶ୍ଚମ୍ଭି ଅଟ୍ଟାଳିକା । ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ ।