ମହଙ୍ଗା ଭତ୍ତା ଓ Dearness Reliefର ସଂଶୋଧନ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଧାରୀ ଅପେକ୍ଷା କରିଥିବା ବେଳେ ସରକାର ଏହି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ପ୍ରତ୍ୟେକ ବର୍ଷ ଏହି ସମୟରେ ହିଁ ମହଙ୍ଗା ଭତ୍ତାରେ ବୃଦ୍ଧି ନେଇ ଘୋଷଣା ହୋଇଥାଏ।
NIA, ବିଭିନ୍ନ ରାଜ୍ୟର ପୋଲିସ୍ ଏବଂ ତଦନ୍ତକାରୀ ସଂସ୍ଥା ଗୁଡ଼ିକ PFIର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରି ଶତାଧିକ ଲୋକଙ୍କୁ ଗିରଫ କରିଛି। ଗତକାଲି ୮ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରିଥିଲା।
ସୋନିଆଙ୍କୁ ଭେଟିବାକୁ ଦିଲ୍ଲୀରେ ପାଇଲଟ୍
କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
ଏମିତି କିଛି କାହାଣୀ ଆଜି ଆପଣଙ୍କୁ ଆମେ କହିବୁ ଯାହା ଜାଣିବା ପରେ ଆପଣ ବି ସେହି ଯୁବକଙ୍କୁ ସାବାସି ଦେବାକୁ ବାଧ୍ୟ ହେବେ ।
ଏବେ ବିବାହ ମଣ୍ଡପ ପହଞ୍ଚି ଯିବ ଆପଣଙ୍କ ଘର ପାଖରେ । ଯେମିତି ଆକର୍ଷଣୀୟ ସେମିତି ଅତ୍ୟାଧୁନିକ। ମାନେ ବାହା ବେଦୀଠାରୁ ଆରମ୍ଭ କରି ରିସେପସନ ହଲ, ଡାଇନିଂ ହଲ ସବୁ ଏହି ମଣ୍ଡପରେ ରହିଛି। । ବିବାହ ମଣ୍ଡପ ଟ୍ରକ୍ରେ ଆସିବ ଆଉ ଲାଗିବ ଆପଣଙ୍କ ଘର ସାମ୍ନାରେ ।
ସ୍ୱାଧୀନତାର ଏତେ ବର୍ଷ ପରେ ସୋହଗପୁର ଗାଁର ଯୁବକ ପାଇଲେ ପ୍ରଥମ ସରକାରୀ ଚାକିରି ।
WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍ରେ ଆସିବ।
ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।
ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ପାଇବେ ଏହି ସମ୍ମାନଜନକ ପୁରସ୍କାର
ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ। ଆଜିଠାରୁ ସାଧାରଣ ଲୋକ ସୁପ୍ରିମକୋର୍ଟଙ୍କ ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ। କାରଣ ଆଜିଠାରୁ ସାମ୍ବିଧାନିକ ମାମଲାର ଲାଇଭ ଷ୍ଟ୍ରିମିଂ ହେବ। ଶୁଣାଣିର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମାମଲା ମଧ୍ୟରେ ରହିଛି EWS ସଂରକ୍ଷଣ, ମହାରାଷ୍ଟ୍ର ଶିବସେନା ବିବାଦ, ଦିଲ୍ଲୀ-କେନ୍ଦ୍ର ବିବାଦ ଆଦି ମାମଲା। ବିଚାରର ସିଧା ପ୍ରସାରଣ ନେଇ ସୁପ୍ରିମକୋର୍ଟରେ ଗତ ସପ୍ତାହରୁ ନିଷ୍ପତି ନିଆଯାଇଥିଲା। CJI ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଥିଲା ।
ପଦାରେ ପଡିଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାଇଡ୍ରାମା। ଦଳୀୟ ବିଧାୟକମାନେ ଇସ୍ତଫା ଦେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି କଲେ ତାହାକୁ ନେଇ କଂଗ୍ରେସ ହାଇ କମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଏହା ପରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ବି ହରାଇବା ଆଶଙ୍କା ଦେଖା ଦେଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୪୯ ହଜାର ୨୦୦ ଟଙ୍କା ରହିଛି ।
ପିଏଫ୍ଆଇ ଉପରେ ଏନ୍ଆଇଏର ପୁଣି ରେଡ୍। ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି।
ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଟିମ୍।
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ରାଜକୀୟ ଅନ୍ତିମ ସତ୍କାର ହେବ। ଏଥିରେ ସାମିଲ ହେବା ପାଇଁ ଜାପାନରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେ ଶ୍ରଦ୍ଧାଞ୍ଜଳି ଜଣାଇବେ।
ବିଧାୟକଙ୍କ ବିଦ୍ରୋହ ସେହି ଯୋଜନାରେ ପାଣି ପକାଇ ଦେଇଛି।
କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।
ବାହାଘରଟିଏ କରୁଥିଲେ ଟଙ୍କା କେଉଁବାଟେ ଖର୍ଚ୍ଚ ହୋଇଯାଏ ଜଣାପଡେନି। ହିସାବ ଟିକିଏ ଭୁଲଭାଲ ହୋଇଗଲେ ସବୁ ବ୍ୟବସ୍ଥା ବିଗିଡ଼ି ଯିବ। ବିଶେଷକରି ଯଦି ଭୋଜି ପ୍ଲେଟ୍ରେ ଅବ୍ୟବସ୍ଥା ଦେଖାଦିଏ ତେବେ ତ କଥା ସରିଲା। ବଦନାମ ହିଁ ବଦନାମ୍। କାରଣ ଆମନ୍ତ୍ରିତ ଅତିଥି ଭୋଜି ନ ଖାଇ ଫେରିଯିବେ। ଆଉ ଏପଟେ ଡକା ଯାଇ ନ ଥିବା ଲୋକ ଥାଳି ଧରି କ୍ୟୁରେ ଛିଡ଼ା ହୋଇଥିବେ।
ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ଓଡ଼ିଆରେ ଗୋଟିଏ ଢଗ ରହିଛି-‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର’ ଅର୍ଥାତ ଆଜି ଯିଏ ରାଜ ସିଂହାସନରେ ବସିଛି ହୁଏତ କାଲି ସେ ଭିକାରୀ ସାଜିପାରେ। କାରଣ ଜୀବନକୁ ନେଇ କିଛି ବି ଆକଳନ କରିବା ଅସମ୍ଭବ। ଏଇ ମୁହୂର୍ତ୍ତ ପରେ କ’ଣ ଘଟିବ ତାହା କହିବା ଅସମ୍ଭବ। ଏଇ କଥା ପ୍ରସଙ୍ଗରେ ଅଳ୍ପ ଦିନ ତଳର ଏକ ଉଦାହରଣ ଆମେ ଆପଣଙ୍କୁ ଦେବୁ।
ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଆଜି ପୃଥିବୀର ସବୁଠାରୁ ନିକଟତର ହେବ ବୃହସ୍ପତି । ସାରା ବିଶ୍ୱବାସୀ ଖାଲି ଆଖିରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ। ୫୯ ବର୍ଷ ପରେ ଆଜି ରାତିରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ। ବୃହସ୍ପତି ପୃଥିବୀଠାରୁ ୫୯, ୦୬, ୨୯.୨୪୮ କିମି ଦୂରରେ ରହିବ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦରରହିଛି ୪୯ ହଜାର ୪୩୦ ଟଙ୍କା ରହିଛି ।
କୌଣସି ପରିସ୍ଥିତିରେ ସଚିନ୍ ପାଇଲଟ୍ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦିଆଯିବ ନାହିଁ ବୋଲି ଗେହଲୋଟ୍ଙ୍କ ସମର୍ଥକମାନେ କହିଛନ୍ତି।
ଟୁରିଷ୍ଟ୍ ଗାଡ଼ି ଓଲଟି ପଡ଼ିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଦୁର୍ଘଟଣା ଘଟିଛି।