• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Indian Navy
ଭାରତୀୟ ନୌସେନାରୁ ହଟିଲା ଗୁଲାମୀର ଚିହ୍ନ, ସାମ୍ନାକୁ ଆସିଲା ନୂଆ ପତାକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର ଅନାବରଣ କରିଛନ୍ତି ।

gold rate today
Today Gold Price - 2nd Sep.: ଜାଣନ୍ତୁ, ଆଜି କେତେ କମିଲା ସୁନା ଓ ରୁପା ଦର

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୮୫୦  ରହିଛି

INS Vikrant a reflection of India's rising spirits says PM Modi
‘ଭାରତୀୟ ନୌସେନାକୁ ନୂଆ ଧ୍ୱଜ ଓ ନୂଆ ଶକ୍ତି ଦେବ- INS ବିକ୍ରାନ୍ତ’

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ।

India's First Home-Built Aircraft Carrier INS Vikrant Commissioned
ସାବାଡ୍‌ ହେବେ ଶତ୍ରୁପକ୍ଷ, ଆସିଗଲା ସମୁଦ୍ରର ମହାବଳୀ INS ବିକ୍ରାନ୍ତ

ଏକ ଗରିମାମୟ ପରିବେଶରେ INS ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବିକ୍ରାନ୍ତ ସାମିଲ ଫଳରେ ଭାରତୀୟ ନୌସେନାର ଶକ୍ତି ଦୃଢ଼ ହେବାସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହୋଇଛି। 

Dawood Ibrahim
ଦାଉଦକୁ ଧରିବା ପାଇଁ NIA ତତ୍ପର, ନେଲା ବଡ଼ ପଦକ୍ଷେପ ! ନୂଆ ଫଟୋ ବି ଜାରି କଲା

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।

Jharkhand Political Crisis
ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ: ଝୁଲୁଛି ହେମନ୍ତ ସୋରେନଙ୍କ ଭାଗ୍ୟ

ରାଜନୈତିକ ସଙ୍କଟ ଭିତରେ ଅପରେସନ ଲୋଟସ ଆଶଙ୍କା କରି ଶାସକ ମେଣ୍ଟର ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି। ସେପଟେ ବିରୋଧୀ ବିଜେପି ତତ୍‌କ୍ଷଣାତ ଝାଡ଼ଖଣ୍ଡରେ ନିର୍ବାଚନ ଘୋଷଣା କରିବାକୁ ଦାବି ଉଠାଇଛି। 

 6 Dead After A Car Mowed Down People In Gujarat
ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କ ଉପରେ ମାଡ଼ିଗଲା କାର୍‌, ୬ ମୃତ

ଦ୍ରୁତ ଗତିରେ ଥିବା ଏକ କାର୍‌ ଅରାବଲ୍ଲି ଜିଲ୍ଲା ଅମ୍ବାଜି ନିକଟରେ ପଥଚାରୀଙ୍କ ଉପରେ ମାଡ଼ି ଯାଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।

 Tejas 2.0 Mega Project Cabinet Committee On Security Approves
ଆସିବ ତେଜସ୍‌ ୨.୦: ତେଜସ୍ ମାର୍କ-୨ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ

ତେଜସ୍ ମାର୍କ-ଟୁ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। DRDO ଓ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ADA ମିଳିତ ଭାବେ ଏହି ଫାଇଟର ଜେଟ୍‌କୁ ବିକଶିତ କରିବେ।

gold rate today
କେତେ କମିଲା ଆଜିର ସୁନା ଦର, ବଜାରକୁ ଯିବା ଆଗରୁ ଜାଣି ନିଅନ୍ତୁ...

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୯୦୦ ରହିଛି

Special story
ପ୍ରଧାନମନ୍ତ୍ରୀଙ୍କ ଭୋଜନ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଉତ୍ତର ଦେଲା ଆରଟିଆଇ

ସରକାରୀ ଅର୍ଥ ଖର୍ଚ୍ଚ କରି ଭୋଜନ କରନ୍ତି କି ପ୍ରଧାନମନ୍ତ୍ରୀ ମୋଦି ?

  • Thursday, 01 September 2022
  • PM Modi
Boat Carrying Around 30 People Capsizes In Ganga River
ଗଙ୍ଗାନଦୀରେ ଓଲଟିଲା ୩୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା, ୨ ଜଣଙ୍କ ଚାଲିଗଲା ଜୀବନ

ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି।

Dumka Murder Case: Sections Of POCSO Act Added
ସ୍ୱତନ୍ତ୍ର କୋର୍ଟକୁ ଅଙ୍କିତା ମର୍ଡର କେସ୍‌ ଟ୍ରାନ୍ସଫର, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା...

ଦୁମ୍‌କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।

Flood In Pakistan
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ମୋଦିଙ୍କ ଆବେଗଭରା ଟ୍ୱିଟ୍‌, ଧନ୍ୟବାଦ ଜଣାଇଲେ ସରିଫ୍‌

ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।

Special story
ପ୍ରାକ୍ଟିକାଲ ପରୀକ୍ଷାରେ କମ୍‌ ମାର୍କ ଆସିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼

ମାର୍କ କମ୍‌ ଆସିବାରୁ ଶିକ୍ଷକଙ୍କୁ ମାଡ଼ ମାରିବା କ’ଣ ଠିକ୍‌ ?

Special story
୭ଟି ପିଲାର ବାପା କରୁଥିଲେ ପଞ୍ଚମ ନିକାହ : ପୁଅ ଝିଅ ମିଶି ନିର୍ଧୁମ ଛେଚିଲେ

ପଞ୍ଚମ ଥର ପାଇଁ ନିକାହ କରିବାର ସ୍ୱପ୍ନ ପାଣିରେ ପଡ଼ିଲା । ଉତ୍ତମ ମଧ୍ୟମ ଦେଲେ ପୁଅ ଝିଅ ।

  • Thursday, 01 September 2022
Commercial LPG Cylinder Price Reduced
ମହଙ୍ଗା ମାଡ଼ ଭିତରେ ସାଧାରଣଜନତାଙ୍କୁ ବଡ଼ ଆଶ୍ୱସ୍ତି: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ଆଜିଠୁ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। 

ଚୀନ୍‌ର ନୂଆ ଚାଲ୍
ସୀମାରେ ନୂଆ ଚାଲ୍ ଖେଳୁଛି ଚୀନ୍ ! ସାଟେଲାଇଟ୍ ଫଟୋ କହୁଛି ବଡ଼ ବଡ଼ ମେସିନ ଅଛି ଆଉ ବ୍ରିଜ୍‌ କାମ ଚାଲିଛି

ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍‌ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।

gold price today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୫୦ ରହିଛି ।

Malpractices in India
ଦୁର୍ନୀକ୍ତିମୁକ୍ତ ଦେଶ ଜର୍ଜିଆଠୁ ଭାରତକୁ ଶିକ୍ଷା

ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?

  • Wednesday, 31 August 2022
Indian Navy
ବଦଳିବ ଭାରତୀୟ ନୌସେନାର ଲୋଗୋ

୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

Pakistan Flood
ବନ୍ୟାରେ ବୁଡ଼ିଗଲାଣି ଅଧା ପାକିସ୍ତାନ, ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଦେଶବାସୀ

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

WhatsApp-JioMart service launches by Reliance Retail
ଏଣିକି WhatsAppରେ ବି କରିପାରିବେ ଜିଓମାର୍ଟ ସପିଙ୍ଗ

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।

gold price today
ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୯୦୦ ରହିଛି ।