ବଙ୍ଗୋପସାଗରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍କା ନେଇ NCS ସୂଚନା ଦେଇଛି। ସକାଳ ୮ଟା ୩୨ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।
Earthquake of Magnitude:5.1, Occurred on 05-12-2022, 08:32:55 IST, Lat: 19.14 & Long: 89.79, Depth: 10 Km ,Location: Bay of Bengal, India for more information Download the BhooKamp App https://t.co/urXZwR1TPe @Dr_Mishra1966 @Indiametdept @ndmaindia @PMOIndia @Ravi_MoES pic.twitter.com/FoGypWN6u1
— National Center for Seismology (@NCS_Earthquake) December 5, 2022
ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ କମ୍ପନ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳ ଢାକାର ଦକ୍ଷିଣପଶ୍ଚିମ ଠାରୁ ୫୨୯ କି.ମି. ଦୂର ବୋଲି ଜଣାପଡ଼ିଛି। କୋକ୍ସ ବଜାରର ଦକ୍ଷିଣ-ପୂର୍ବକୁ ୩୪୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୯୭ କି.ମି. ଦୂରରେ କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି।
#ସମୁଦ୍ର_ଭିତରେ_ହେଲା_ଭୂକମ୍ପ
— ଓଟିଭି (@otvkhabar) December 5, 2022
ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ହୋଇଥିବା ସୂଚନା #Earthquake pic.twitter.com/YkE2GU0fC5