ICICI ବ୍ୟାଙ୍କ ଋଣ ଠକେଇ ମାମଲା(ICICI Bank Fraud Case)ରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର(Chanda Kochhar) ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ଦିନ ସିବିଆଇ ଗିରଫ କରିଛି।