ରାତି ଅଧରେ ଅଜଣା ଗୋଷ୍ଠୀ R.G କର ମେଡିକାଲ ଆଣ୍ଡ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ପୋଲିସ ଓ ଡାକ୍ତରଙ୍କୁ ମାଡ଼ ମାରିବା । ସବୁ ପ୍ରମାଣ ନଷ୍ଟ କରିବାକୁ ଦୁଷ୍କର୍ମ ହୋଇଥିବା ମେଡିକାଲର ରୁମକୁ ଭାଙ୍ଗିବା ଭଳି କାମରେ ରହିଛି ମମତାଙ୍କ ପୁତୁରା ହାତ ।
ମମତା କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା ପାଖରେ କରିବେ ଗୁହାରୀ ?
ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବାଚସ୍ପତି । ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ ପଣ୍ଡା ।
ଓଡ଼ିଶାକୁ ଦିଦି ଦେଲେନି ଆଳୁ, ଏବେ ଘର ଢିଙ୍ଗି ସାଜିଲା କୁମ୍ଭୀର । ଆଳୁ ନଦେଲେ କଲିକତା ବଜାରରେ ଆଳୁ ଉଭାନ ହୋଇଯିବ ବୋଲି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ଅଳୁ ବ୍ୟବସାୟୀ ସମିତି ସଂଘ ।
ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀ । ବସ୍ ଯୋଗେ ଯାତ୍ରୀଙ୍କୁ ପଠାଗଲା ।
ସନ୍ଦେହରେ କିଛି ଷ୍ଟାଫ୍ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି ।
ଅକ୍ଟୋବର ୪ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟ ଅକ୍ଟୋବର ୧ରେ ଭୋଟ୍ । ଅକ୍ଟୋବର ୪ରେ ଆସିବ ଉଭୟ ରାଜ୍ୟର ଫଳାଫଳ ।
କୋଲକାତାରେ ଲଜ୍ଜା । ଓଡ଼ିଶାରେ ଇଫେକ୍ଟ । ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା । IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇବେ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ। ବନ୍ଦ ରହିବ ଓପିଡି ସହ ଓଟି ଓ ଲ୍ୟାବ୍ ସେବା ।
ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।
ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।
ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।
ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ ପ୍ରଜାତି ତଥା ଜାତୀୟ ପକ୍ଷୀ ମୟୂରକୁ ହତ୍ୟା କରିଛନ୍ତି ପ୍ରଣୟ । ଖାଲି ସେତିକି ନୁହେଁ ତେଲ ମସଲା ଦେଇ ରାନ୍ଧି, ଖାଇଛନ୍ତି ମଧ୍ୟ ।
କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।
ଲାଲକିଲ୍ଲାରୁ ପିଏମ୍ ମୋଦିଙ୍କ ବଡ଼ ଆହ୍ବନ ଦେଶ ପାଇଁ ଦରକାର ଧର୍ମନିରପେକ୍ଷ ନାଗରିକ ସଂହିତା ୭୮ ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡ଼ାଇ ଦେଶରେ ସେକୁଲାର ସିଭିଲ୍ କୋଡ୍ର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କଲା ପୋଲିସ୍ । ମେଡିକାଲ କଲେଜ ବାହାରେ ବ୍ୟାପକ ଫୋର୍ସ ମୁତୟନ ।
୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତି ବର୍ଷ ଭିନ୍ନ ଭିନ୍ନ ପଗଡ଼ି ପିନ୍ଧିଥିବାର ନଜର ଆସିଥାନ୍ତି । ଏ ବର୍ଷ ମଧ୍ୟ ଭିନ୍ନ ଏକ ଅନ୍ଦାଜରେ ନଜର ଆସିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ ।
ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, ସେ କ୍ଷତ ମନରୁ ଲିଭିନି । ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି ।
ଚୋରି ହୋଇଗଲା ରାମ ଜନ୍ମଭୂମିର ଶୋଭା ବଢ଼ାଉ ଥିବା ଆଲୋକ । ୫୦ ଲକ୍ଷ ଟଙ୍କାର ଆଲୋକ ଚୋରି କରିନେଲେ ଦୁର୍ବୃତ୍ତ । ବାମ୍ବୋ ଲାଇଟ୍ ଓ ପ୍ରୋଜେକ୍ଟର ଲାଇଟ ଲୁଟି ନେଲେ ।
ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି।
କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।
ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାରୁ ଗାଡ଼ିରୁ ଓହ୍ଲାଇଦେଲେ ଡ୍ରାଇଭର । ଅଧରାତିରେ ପ୍ରେମୀଯୁଗଳ ହଟହଟ୍ଟା ।
ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହାସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ ।