ଏଠାରେ ଆପଲ ଆଇଫୋନ୍ ଗୁଡ଼ିକୁ ଆସେମ୍ବଲ କରାଯିବ । ଯାହାଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପୋଲିସ ବ୍ୟକ୍ତି ଜଣକଙ୍କ ମୃତଦେହ ଉଦ୍ଧାର କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ପୋଲିସ କହିଛି, ମୃତ ବ୍ୟକ୍ତିଙ୍କ ଗଳା ଓ ଦେହରେ ଅନେକ ଆଘାତ ଲାଗିଛି । ସଂପୃକ୍ତ ମହିଳା ଜଣଙ୍କ ଏହି ବ୍ୟକ୍ତିଙ୍କ ପଞ୍ଚମ ପତ୍ନୀ ଥିଲେ।
ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।
ମେଘାଳୟରେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ପୁରା ଗୋଳମାଳିଆ ସ୍ଥିତି ଉପୁଜିଛି ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।
ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ସଫଳତା । ମେଘାଳୟରେ ଝୁଲା ବିଧାନସଭା ।
ଏହି ପ୍ରେମ କାହାଣୀ କୌଣସି ଯୁବ ପିଢ଼ିଙ୍କର ନୁହେଁ । ଏହି ପ୍ରେମ କାହାଣୀରେ ଥିବା ଦୁଇ ପ୍ରେମୀ ଯୁଗଳଙ୍କ ବୟସ ୭୦ ଉପରେ ।
ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।
ମୃତ ଯୁବକଙ୍କୁ କିଛି ମତ୍ସ୍ୟଜୀବୀ ସାର୍କର ପେଟରେ ଦେଖିଥିଲେ । ଆଉ ଯୁବକଙ୍କ ହାତ ସାର୍କ ପାଟିରେ ଦେଖିବାକୁ ମିଳିଥିଲା । ହାତର ଟାଟୁ ଦେଖି ଯୁବକଙ୍କ ପରିବାର ପକ୍ଷରୁ ତାଙ୍କୁ ଚିହ୍ନଟ କରିବା ପରେ ଉଦ୍ଧାର କରାଯାଇଥିଲା ।
ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍ଷ୍ଟାଇଲ୍ ସହ ଖାପ ଖୁଆଇବା ଭଳି ଡ୍ରାଇଭରଙ୍କୁ ନିଯୁକ୍ତି କରାଯାଇଥାଏ ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।
କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍ରେ ।
ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିର ସୁପାରିସ ଆଧାରରେ ନିର୍ବାଚନ କମିଶନର ଚୟନ ଲାଗି କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୪୫୦ ଟଙ୍କା ହୋଇଛି।
୧୮ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତା’ବି ପୁଣି ଥରେ କି ଦୁଇ ଥର ନୁହେଁ ବରଂ ଗତ ୩ ବର୍ଷ ଧରି ବ୍ୟକ୍ତି ଜଣକ ଅନେକ ଥର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ତ୍ରିପୁରାରେ ବିଜେପିକୁ ବହୁମତ ମିଳିଥିବା ବେଳେ ନାଗାଲାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟ ମ୍ୟାଜିକ୍ ନମ୍ବର ଛୁଇଁଛି। ସେହିପରି ମେଘାଳୟରେ ଏନ୍ପିପି ୨୫ଟି ଆସନରେ ଆଗୁଆ ରହିଛି।
କୁକୁରକୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟକ୍ତି ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ କରିଥିଲେ।
ଏହି ଯୋଜନାରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରାଯାଉଥିଲା। ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରାଯାଉଥିଲା। ଏହି ଯୋଜନା ସଂପୂର୍ଣ୍ଣ ସୁରକ୍ଷିତ ରହୁଥିବାରୁ ଅନେକ ବ୍ୟକ୍ତି ଏହି ସ୍କିମରେ ଟଙ୍କା ଲଗାଉଥିଲେ। କିନ୍ତୁ ଏହା ବନ୍ଦ ହେବାକୁ ଯାଉଥିବାରୁ ଏହାକୁ ନେଇ ବଢିଲାଣି ଟେନସନ୍।
କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ। କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ। ବାସ୍, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୨୯୦ ଟଙ୍କା ହୋଇଛି।
ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି। ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ। ଅର୍ଥାତ୍ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍ ଶିକାର ହୁଅନ୍ତି।
ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।
କିନ୍ତୁ ପ୍ରଶ୍ନ ଉଠୁଛି କାହିଁକି ? କଣ ଏହାର ଆବଶ୍ୟକତା ?
ଆକାରରେ ବି ବିଶାଳ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ରୋବୋଟିକ ହାତୀ କାନ ହଲାଉଛି, ଶୁଣ୍ଢ ବି ଟେକୁଛି ।