• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Honey Singh

Honey Singh
ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ; ଡର ଲାଗୁଛି କହି ସୁରକ୍ଷା ମାଗିଲେ

ଗାୟକ ହନି ସିଂଙ୍କୁ ଜୀବନରୁ ମାରି ଦେବାକୁ ଧମକ । କାନାଡ଼ାର ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବ୍ରାର୍‌ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଦିଲ୍ଲୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।

Honey Singh
ହନୀ ସିଂଙ୍କୁ କୋର୍ଟଙ୍କ ଭର୍ତ୍ସନା : ମାଗିଲେ ମେଡିକାଲ୍ ରିପୋର୍ଟ

ସିଙ୍ଗର ତଥା ରାପର୍‌ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍‌ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ ହନୀ ସିଂ ଅଦାଲତରେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଅଦାଲତ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କର ମେଡିକାଲ ରିପୋର୍ଟ ଓ ଇନକମ୍ ଟେକ୍ସ୍ ରିଟର୍ଣ୍ଣ ଜମା କରିବା ନେଇ ଅଦାଲତ ଆଦେଶ ଦେଇଛନ୍ତି।