ଦିଲ୍ଲୀ ମେଟ୍ରୋରେ ଇଏ କଣ ଚାଲିଛି? ପୁଣି ଅଶାଳୀନତାର ସୀମା ଲଂଘିଲେ ଯାତ୍ରୀ ! ଭାଇରାଲ୍ ହେଲା ଖୁଲ୍ଲମଖୁଲ୍ଲା ପ୍ରେମ ପ୍ରଦର୍ଶନର ଭିଡିଓ । ପ୍ରେମୀଯୁଗଳଙ୍କ କାରନାମା ପାଇଁ ଚିନ୍ତାରେ କର୍ତ୍ତୃପକ୍ଷ ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଆଉ ଏଥିରେ ସମ୍ପୃକ୍ତ ଥିଲେ ଫିଲ୍ମ ଅଭିନେତ୍ରୀ ଓ ମଡେଲ୍।
ସରିଛି ଟ୍ରାଏଲ ରନ୍, ସଜେଇ ହେଲାଣି ଷ୍ଟେସନ୍ । ଆସନ୍ତା ୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ
ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍ କନ୍ଷ୍ଟେବଲ । ଦୁର୍ଭାଗ୍ୟବସତଃ ସିସିଟିଭିରେ କଏଦ୍ ହେଲା ପୁରା ଘଟଣା ।
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।
ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ ।
କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଅନୁମତିରେ ଏଭଳି କରିଥିବାରୁ ତା’ର ଉତ୍ତର ରଖିବାକୁ କୁହାଯାଇଛି ।
ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨ଶହ କିମି ଯାତ୍ରା କଲେ ବାପା ।
ବିଷାକ୍ତ ମଦ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ଟଙ୍କା ହୋଇଛି।
ବାପାମା’ ପିଲାଙ୍କୁ ପାଠ ପଢ଼େଇବା ପାଇଁ ସ୍କୁଲ, କଲେଜ୍ ପଠାଉଛନ୍ତି । ହେଲେ ଆଜିକାଲିକା ପିଲା ପାଠରେ ଧ୍ୟାନ ଦେବେ କ’ଣ . . .
ଏଣିକି ଅଫିସ୍ରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି ।
ବିବାହିତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବିବାହିତ ହୋଇ ସୁଦ୍ଧା ନାବାଳିକାକୁ ପ୍ରେମି ଜାଲରେ ଫସାଇଲା । କଥା ପ୍ରଘଟ ହେବା ପରେ
ଦିନ ଗଡିଲେ କଂଗ୍ରେସ ପାଇଁ ଜଟିଳ ହୋଇପାରେ ସମସ୍ୟା। କର୍ଣ୍ଣାଟକ ସ୍ଥିତି ଯେ, ରାଜସ୍ଥାନ ଭଳି ନହେବ ସେନେଇ କଂଗ୍ରେସ ଶିବିର ଉଦ୍ୟମ କରିବ।
ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ।
ସଲମାନ-ମମତାଙ୍କ ଏହି ସାକ୍ଷାତ ସମୟରେ ସଲମାନଙ୍କୁ ଦେଖିବାକୁ ପ୍ରଶଂସକମାନେ ଭିଡ ଜମାଇଥିଲା । ମମତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇଥିଲେ ସଲମାନଙ୍କ ପ୍ରଶଂସକ ।
କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର
ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସକୁ ଏକ ପ୍ରକାର ସ୍ପଷ୍ଟ ବହୁମତ ମିଳିଥିବା ଜଣାପଡ଼ିଛି। ଏସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସକୁ ବହୁତ ମିଳିଥିବା ଜଣାପଡ଼ିଛି।
ସେଫ୍ଟିକ୍ ଟ୍ୟାଙ୍କ୍ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି।
ଉଭୟ ଦଳ ସହ ମେଣ୍ଟ କରି ସେ ସରକାର ଗଠନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡିଏସ୍ ୫୦ ଆସନରେ ବିଜୟୀ ହେବ ।
ପୁଣି ବିଜୁଳି ତାର ନେଲା ଗଜରାଜଙ୍କ ଜୀବନ । ଏଥର ଗୋଟେ କି ଦୁଇଟି ନୁହେଁ, ଏକାବେଳକେ ଚାରି ଚାରିଟି ହାତୀ । ଓଡ଼ିଶାର ରାୟଗଡ଼ା ଅଞ୍ଚଳରୁ ଖାଦ୍ୟ ସଂଗ୍ରହରେ ଆନ୍ଧ୍ର ସୀମାକୁ ଚାଲିଯାଇଥିବା ୬ଟିକିଆ ହାତୀ ପଲ ମଧ୍ୟରୁ ଗତ ବିଳମ୍ବିତ ରାତିରେ ଆନ୍ଧ୍ର ବିଜୟନଗର କାଟ୍ରାଗଡ଼ ଗାଁରେ ୪ଟି ହାତୀଙ୍କ ଜୀବନ ଯାଇଛି ।
ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ ।