ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଫସାଇବାର ଚକ୍ରାନ୍ତ ହେଉଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଛତିଶଗଡ଼ ସରକାର।
ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍ ସେଲ୍ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୨୦ ଟଙ୍କା ହୋଇଛି।
NIA ପକ୍ଷରୁ ବଡ ଧରଣର ରେଡ୍ । ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ମାଫିଆଙ୍କ ଲିଙ୍କ ନେଇ NIA ଟିମ୍ ଚଢଉ କରୁଛି ।
କୌଣସି ଏକ ରାକେଟ୍ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।
ମହିଳା ଜଣକ ଏକାକୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଲୁଟେରାମାନେ କାର୍ରେ ଆସି ତାଙ୍କ ବେକରୁ ଚେନ୍ ଟାଣି ଏହାକୁ ନେବା ପାଇଁ ଚେଷ୍ଟା କରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କାହିଁକି ଏତେ ସୁନା କିଣୁଛି RBI? ଟନ୍ ଟନ୍ ସୁନା କିଣିବା ପଛର କାରଣ କଣ?
ଗରିବ, ବସ୍ତି, ଫୁଟପାଥରେ ରହୁଥିବା ପିଲାଙ୍କ ପାଇଁ ବ୍ୟବସ୍ଥା। ମାଗଣାରେ ପିଲାଙ୍କୁ ମିଳୁଛି ପାଠପଢ଼ା।
୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ ଟ୍ରେନ୍ । ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ
‘ ମୁଁ ସମସ୍ତଙ୍କୁ ମାରିଦେଲି ’ . . .ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ
ଦାମୀ ମଦ ପିଇ ନିଘୋଡ଼ ନିଦରେ ଚୋର । ଉଠିଲା ପରେ ଧରି ପକାଇଲେ ମାମୁଁ ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।
ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଛିନଛତ୍ର ହୋଇ ଉଡ଼ିଯାଇଛି ଘର ।
ସେନା ଓ DRDO ଗୁପ୍ତ ତଥ୍ୟ ବିଦେଶୀ ସଂସ୍ଥାକୁ ଲିକ୍ କରିଥିବା ଅଭିଯୋଗରେ ତାଙ୍କ ଘରେ ରେଡ୍ ଚାଲିଛି ।
ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।
ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ବର୍ଷକର ଛୁଆକୁ ମଞ୍ଚ ଉପରକୁ ଫିଙ୍ଗିଦେଲେ ଜଣେ ବ୍ୟକ୍ତି । ହେଲେ କାହିଁକି, ଜାଣନ୍ତୁ..
ଜନ୍ମକଲା ପୁଅକୁ ଆରପାରିକୁ ପଠାଇଦେଲା ରାକ୍ଷସ ବାପା । ମଧ୍ୟପ୍ରଦେଶ ଇନ୍ଦୋରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।
ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।
ଦିନେ ଏସିଡ୍ରେ ଜଳିଯାଇଥିଲା ମୁହଁ...ହାର ମାନିଲେନି ବରଂ ଲଢେଇ କଲେ, ପାଠ ପଢିଲେ...ଏବେ ମାଟ୍ରିକ୍ରେ ରାଜ୍ୟ ଟପ୍ପର
ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।
ଦିଲ୍ଲୀ ମେଟ୍ରୋରେ ଇଏ କଣ ଚାଲିଛି? ପୁଣି ଅଶାଳୀନତାର ସୀମା ଲଂଘିଲେ ଯାତ୍ରୀ ! ଭାଇରାଲ୍ ହେଲା ଖୁଲ୍ଲମଖୁଲ୍ଲା ପ୍ରେମ ପ୍ରଦର୍ଶନର ଭିଡିଓ । ପ୍ରେମୀଯୁଗଳଙ୍କ କାରନାମା ପାଇଁ ଚିନ୍ତାରେ କର୍ତ୍ତୃପକ୍ଷ ।
ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଚାଲିଥିଲା ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଆଉ ଏଥିରେ ସମ୍ପୃକ୍ତ ଥିଲେ ଫିଲ୍ମ ଅଭିନେତ୍ରୀ ଓ ମଡେଲ୍।
ସରିଛି ଟ୍ରାଏଲ ରନ୍, ସଜେଇ ହେଲାଣି ଷ୍ଟେସନ୍ । ଆସନ୍ତା ୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ
ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍ କନ୍ଷ୍ଟେବଲ । ଦୁର୍ଭାଗ୍ୟବସତଃ ସିସିଟିଭିରେ କଏଦ୍ ହେଲା ପୁରା ଘଟଣା ।
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।