ସୁଆଦିଆ ଜଳଖିଆ ହେଉ କି ଫାଷ୍ଟପୁଡ୍, କିଏ ଶହେ ତ କିଏ ୫୦ ବର୍ଷର ଦୋକାନ। ପୀଢ଼ି ପରେ ପିଢି ଧରି ଚାଲି ଆସୁଥିବା ଏଭଳି ୨୦ଟି ଦୋକାନକୁ ଚିହ୍ନଟ କରି ତାର ବ୍ୟବସାୟୀଙ୍କୁ କିଛିଦିନ ତଳେ ଇନଟାକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍।
ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ