• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

PM in team India Dressing room
'ଯନ୍ତ୍ରଣା ଜର୍ଜରିତ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା '

ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ପୁରା ଭାରତ ସେଦିନ ବୁକୁ ଫଟା ଯନ୍ତ୍ରଣାରେ ଛଟପଟ ହୋଇଥିଲା ।

Uttarkashi Tunnel Tragedy
ଟନେଲ ଭିତରୁ ପ୍ରଥମ ସିସିଟିଭି ଫୁଟେଜ : ସମସ୍ତେ ଅଛନ୍ତି ସୁରକ୍ଷିତ, ୱକିଟକିରେ କଥା ହେବା ପାଇଁ ପ୍ରୟାସ

୬ ଇଞ୍ଚ ପାଇପ ଯୋଗେ ପଠାଗଲା ଖେଚୁଡ଼ି ଓ ପାଣି....ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ କରାଯାଉଛି ଯୋଗାଯୋଗ...୧୦ ଦିନ ହେଲାଣି ଟନେଲରେ ଫସିଛନ୍ତି ୪୧ ଶ୍ରମିକ..

Macallan whiskey
୧୯୨୬ ମାକାଲାନ୍ ୱିସ୍କି; ସବୁଠାରୁ ମହଙ୍ଗା ବୋତଲ ପାଇଁ କଲା ରେକର୍ଡ ସୃଷ୍ଟି

ଏହା ୨.୭ ମିଲିୟନ୍ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ୱିସ୍କି ସର୍ବଭାରତୀୟ ସ୍ତରରେ 'ବହୁ ଖୋଜା ଯାଇଥିବା ଜଣାପଡ଼ିଛି ।

  • Monday, 20 November 2023
  • Record
Deepfake
ୱେବ ଦୁନିଆର ଆନ୍ଧାରୀ ମାୟା, ଡିପ ଫେକ ମେଲାଉଛି କାୟା

ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ।

Tunnel Rescue,
ଟନେଲରେ ଶ୍ରମିକ, ବଢୁଛି ଟେନସନ୍: ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ...

  • Monday, 20 November 2023
  • Rescue
massive fire
ବଡ଼ ଧରଣର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୪୦ଟି ବୋଟ

ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...

Droupadi Murmu
ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, କ’ଣ ରହିଛି କାର୍ଯ୍ୟକ୍ରମ ?

ରାଷ୍ଟ୍ରପତି ହେବା ପରେ ଦ୍ବିତୀୟ ଥର ପାଇଁ ମୟୂରଭଂଜ ଗସ୍ତ... ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ହେବେ ସାମିଲ, ରାଇରଙ୍ଗପୁରରେ ୩ଟି ନୂଆ ଟ୍ରେନର କରିବେ ଲୋକାର୍ପଣ... ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା...

Prime Minister NarendraModi congratulates Australia on a magnificent World Cup victory
ଅଷ୍ଟ୍ରେଲିଆକୁ ଜଣାଇଲେ ଶୁଭେଚ୍ଛା, ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

Prime Minister NarendraModi congratulates Australia on a magnificent World Cup victory
ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

Tunnel
ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

ICC World Cup
ଫାଇନାଲରେ ହାରିଲା ଭାରତ; ବିଶ୍ୱବିଜୟୀ ହେଲା କଙ୍ଗାରୁଦଳ

କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ ।

Tunnel
ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

INDvAUS
ଅଟକିଛି ୧୪୦ କୋଟି ହୃତ୍‌ତ୍ସ୍ପନ୍ଦନ, ସାରା ଦେଶକୁ କ୍ରିକେଟ୍ ଫିଭର୍

କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।

INDIA all out
ସରିଲା ଭାରତର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ

ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ ।

World Cup
ଭାରତ ଜିତିଲେ World Cup ବଣ୍ଟାଯିବ ୧୦୦ କୋଟି !

ପୁନିତ ଗୁପ୍ତା ଆହୁରି ଲେଖିଛନ୍ତି ଗତଥର ମୋ ସାଥୀରେ କେବଳ କିଛି ସାଥୀଥିଲେ । ଯାହାଙ୍କ ସହ ମୁଁ ଖୁସି ବାଣ୍ଟିଥିଲି । କିନ୍ତୁ ଏଥର ମୋସହ କିଛି ଆଷ୍ଟ୍ରୋଟକ୍‌ ୟୁଜର୍ସ ଅଛନ୍ତି । ମୁଁ ତାଙ୍କ ସହ କିଛି କରିବାକୁ ଚାହୁଁଛି ।

Parking regulation for Final  match
ଷ୍ଟାଡ଼ିୟମ ଭିତରେ ତାତି, ବାହାରେ ଭିଡ଼; ପାର୍କିଂ ପାଇଁ ୨୩ଟି ପାର୍କିଂ ପ୍ଳଟ

ଆଜି ଉଭୟ ଦଳ ପାଇଁ ମହାମଞ୍ଚ ପ୍ରସ୍ତୁତ । ଯିଏ ଜିତିବ ସେ ହେବ ବିଶ୍ୱ ବିଜେତା । ମୋଟ ଉପରେ କହିବାକୁ ଗଲେ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ଲଗାତାର ୮ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉଚ୍ଚା ରହିଛି ।

Tunnel Tragedy
ଟନେଲ୍ ଟ୍ରାଜେଡି, ଅଘଟଣସ୍ଥଳରେ ଦିନେ ମନ୍ଦିର ଥିଲା

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡିରେ ବିଜ୍ଞାନ ସହ ତମାମ ପ୍ରଚେଷ୍ଟା ବିଫଳ ହୋଇଛି । ଶ୍ରମିକଙ୍କ ଅବସ୍ଥା କେମିତି ଅଛି ତାହା ସ୍ପଷ୍ଟ ହୋଇପାରୁ ନାହାନ୍ତି କେହି। ତଥାପି ଆଶା ଆଉ ବିଶ୍ବାସ, ଈଶ୍ବରଙ୍କୁ ଶରଣକୁ ଗଲେ ଫସିଥିବା ମଣିଷମାନେ ମୁକ୍ତି ପାଇଯିବେ। ଶେଷରେ ସେଇଆ ହୋଇଛି, ଯାହା ଗ୍ରାମବାସୀ ଚାହୁଁଥିଲେ । ପତାକା ବନ୍ଧା ସହ ନଡ଼ିଆ ବାଡ଼େଇ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ..

Delhi Pollution
ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ, ସୋମବାରଠୁ ଖୋଲିବ ସ୍କୁଲ୍

ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।

Gas Ballon Blast
ଗଣପତି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଘଟଣ, ଗ୍ୟାସ୍ ବେଲୁନ୍ ଫାଟି ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଗ୍ୟାସ୍ ବେଲୁନ ପାଖରେ ବାଣ ଫୁଟାଯିବା ବେଳେ ଏହି ବେଲୁନ୍ ମଧ୍ୟ ଏକକାଳୀନ ଭାବେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆହତଙ୍କୁ ମେହସାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Indian Railways announces special trains for World Cup final
ମ୍ୟାଚ ପାଇଁ ଘୋଷଣା ହେଲା, ସ୍ୱତନ୍ତ୍ର ଟ୍ରେନ; ବିମାନ ଭଡ଼ା ଆକାଶ ଛୁଆଁ

ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

Uttarakhand Tunnel Accident
‘ଭାଇ..ମୁଁ ମାଟି ତଳେ ଫସିଥିବା କଥା ମା’କୁ କହିବୁନି’

ମା’ ପାଇଁ ଚିନ୍ତାରେ ଅନ୍ଧାରୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ, ଭାଇ ସହ କଥା ହେବା ପରେ ଘରେ ଏକଥା ନଜଣାଇବା ପାଇଁ ଅନୁରୋଧ କରିଛନ୍ତି...କହିଛନ୍ତି, ଭାଇ ମୋ କଥା ମା’କୁ କହିବୁନି...ସେ ମୋତେ ଭାରି ଭଲପାଏ..ମୋ କଥା ଜାଣିଲେ କାନ୍ଦିବ... ଏପଟେ ଭାଇ ସହ କଥା ହେବା ପରେ ବଡ଼ ଭାଇ କାନ୍ଦି ପକାଇଛନ୍ତି...

 Hotel prices skyrocket ahead of World Cup Final in Ahmedabad
କ୍ରିକେଟ୍ ବିଶ୍ୱକପ୍ କ୍ରେଜ୍‌: ଦିନକ ପାଇଁ ହୋଟେଲ ରୁମ୍‌ ଭଡ଼ା ଲକ୍ଷେ, ବିମାନ ଟିକେଟ୍‌ ୩୩ ହଜାର ଟଙ୍କା...

ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି ।

  • Saturday, 18 November 2023
Rescue operation underway
ଜୀବନ ଦୋ ଛକିରେ, ସପ୍ତମ ଦିନରେ ପହଞ୍ଚିଲା ଉଦ୍ଧାର କାର୍ଯ୍ୟ

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।

Tunnel
ଅନ୍ଧାରୀ ଟନେଲ୍‌ରେ ଫସିଛି ଜୀବନ; ନିଶ୍ୱାସ ଯୋଗାଉଛି ପାଇପ୍‌

ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ ।

Zombie catfish
ଏମିତି ଏକ ବିରଳ ମାଛ... ମୃତ୍ୟୁ ପରେ ବି ଫେରେ ଜୀବନ 

ଆପଣ ଜାଣନ୍ତି କି ଏମିତି ଏକ ମାଛ ରହିଛି । ଯାହା ପାଣିରୁ ମାସ ମାସ ଧରି ବାହାରେ ରହିବା ପରେ ତା’ର ମୃତ୍ୟୁ ହୁଏ ସିନା ହେଲେ ସେ ପୁଣି ଜୀବିତ ହୋଇଉଠେ । 

  • Friday, 17 November 2023
  • Fish