Advertisment

ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଖୋଲା

ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।

author-image
Manoranjan Behera
Bank Remain Open on March 31

Bank Remain Open on March 31

ମାର୍ଚ୍ଚ ୩୧ ତାରିଖ ବ୍ୟାଙ୍କ୍ ଖୋଲା ରହିବ। ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ। ସାଧାରଣ ଗ୍ରାହକ ସେ ଦିନ ବ୍ୟାଙ୍କରେ ନିଜର ସମସ୍ତ କାର୍ଯ୍ୟ କରିପାରିବେ। ସେ ଦିନ ସାରା ଦେଶରେ ସବୁ ବ୍ୟାଙ୍କ୍ ଖୋଲା ରହିବ।

Advertisment

ଆର୍ଥିକ ବର୍ଷର ଶେଷ ମାସ ଭାବେ ମାର୍ଚ୍ଚରେ ସମସ୍ତ କାଗଜପତ୍ର କାର୍ଯ୍ୟ ହୋଇଥାଏ। ଯେହେତୁ ଫାଇନାନସିଆଲ୍ ମାସ ମାର୍ଚ୍ଚ ରହିଛି, ଗ୍ରାହକଙ୍କ ସମେତ ବ୍ୟାଙ୍କର ବି ଅନେକ କାମ ବାକି ଥିବାରୁ ରବିବାର ଛୁଟି ଦିନରେ ବି ଗ୍ରାହକଙ୍କ ପାଇ ଏମାସ ୩୧ ତାରିଖ ବ୍ୟାଙ୍କ ଖୋଲା ରହିବ।

Reserve Bank Of India
Advertisment
Advertisment