• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

RAM KIT
ହାର୍ଟ ଆଟାକ୍‌ ଆସିଲେ ତୁରନ୍ତ ଏହି କିଟ୍‌ରେ ଥିବା ଔଷଧ ଖାଆନ୍ତୁ, ଜୀବନ ବଞ୍ଚାନ୍ତୁ

ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ରକ୍ଷା କରିହେବ । ସବୁଠାରୁ ବଡ଼ କଥା ହେଲା ଏହି କିଟ୍‌ର ଦାମ୍‌ ମାତ୍ର ୫ ରୁ ୭ ଟଙ୍କା ।

Narendra Modi
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦିଙ୍କ ସନ୍ଦେଶ; କହିଲେ, ଆଜିଠୁ ୧୧ ଦିନ ପର୍ଯ୍ୟନ୍ତ କରିବେ ସ୍ୱତନ୍ତ୍ର ଉପାସନା

ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।

Atal Setu
ଆଜି ଉଦଘାଟନ ହେବ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍

MTHL ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି ।

Cyber Fraud
ସାଇବର ଲୁଟେରାଙ୍କ ନୂଆ ତରିକା ! ନୂଆ ଆକାଉଣ୍ଟ ଖୋଲନ୍ତୁ, ୫% କମିଶନ ନିଅନ୍ତୁ

ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍‌ର ସହାୟତା ନେଇଥିଲା ।

Crawls 2km Over Unpaid Pension
ପେନସନ୍‌ ପାଇଁ ହୀନସ୍ତା, ୨ କିମି ଘୁଷୁଡ଼ି ଘୁଷୁଡ଼ି ଆସିଲେ ୭୭ ବର୍ଷିୟା ଦିବ୍ୟାଙ୍ଗ

ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।

Flight
ବିମାନରେ ଯାତ୍ରା କରୁଛନ୍ତି କି...ସାବଧାନ...ମିଳି ନପାରେ ସିଟ୍...

X ରେ ରେଭ୍ସ ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ଇଣ୍ଡିଗୋ ବିମାନରେ ସିଟ୍ ନାହିଁ । ସିଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଏହା ମଧ୍ୟରେ ବିମାନ ମଧ୍ୟ ୯୦ ମିନିଟ ବିଳମ୍ବ ହୋଇ ସାରିଛି ।

Earthquake
ଦିଲ୍ଲୀ-NCRରେ ଭୂକମ୍ପ ଝଟକା

ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍‌ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।

Ram Mandir Prasad
ଘରେ ବସି ଫ୍ରି’ରେ ମିଳିବ ରାମଲାଲାଙ୍କ ପ୍ରସାଦ, ଏମିତି କରନ୍ତୁ ଅର୍ଡର...

ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ।

Atal Setu
ଭାରତର ସବୁଠାରୁ ଲମ୍ବାସେତୁ; କିନ୍ତୁ ଚାଲି ପାରିବନି ଅଟୋ, ବାଇକ୍

ସମୁଦ୍ର ବ୍ରିଜରେ ଚାଲି ପାରିବନି ଅଟୋରିକ୍ସା, ମୋଟର ସାଇକେଲ । ଗୋଟେ ପଟେ ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ବା MTHLରେ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ସୀମା ୧୦୦ କିଲୋମିଟର ଥିବା ବେଳେ ସମୁଦ୍ର ବ୍ରିଜରେ ମୋଟରସାଇକେଲ, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ଅନୁମତି ଦିଆଯିବ ନାହିଁ ।

Cleanest Cities
ଇନ୍ଦୋର, ସୁରତ ସବୁଠୁ ସଫା ସହର; ୨ୟ ରେ ନଭି ମୁମ୍ବାଇ, ୩ୟରେ..

ସ୍ୱଚ୍ଛ ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରତ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି ।

OIL Recruitment 2024
OIL Recruitment 2024: ବାହାରିଲା ୧୦୨ ପଦବୀ, ଏବେଠୁ କରିପାରିବେ ଆବେଦନ

ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୯ ତାରିଖ ରହିଛି ।

Mother Daughter Death
୬ ମାସର କଅଁଳା ଛୁଆକୁ କାଖରେ ଧରି ୧୬ ମହଲାରୁ ଡେଇଁପଡ଼ିଲା ମାଆ

ଏ କେମିତିକା ମାଆ..ନିଜ ଜୀବନକୁ ତ ଲୋଭ ନାହିଁ, ହେଲେ ୬ମାସର କୁନି ଝିଅର ଜୀବନ କଥା ତ ଟିକେ ଭାବିଥାନ୍ତା ।

Shivlings
ଅଯୋଧ୍ୟାରେ ନେପାଳୀ ବାବାଙ୍କ ମହାଯଜ୍ଞ; ସାମିଲ ହେବେ ୨୧ ହଜାର ପଣ୍ତିତ

ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।

Lal Krishna Advani
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଲାଲକୃଷ୍ଣ ଆଡଭାନୀ

ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।

Farooq Abdullah
ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ୍; ଟଙ୍କା ହେରଫେର୍‌ର ସାଙ୍ଘାତିକ ଅଭିଯୋଗ..

ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି ।

Ram Mandir
ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ।

ShivSena vs ShivSena Verdict
ଉଦ୍ଧବ ଗୋଷ୍ଠୀକୁ ବଡ଼ ଝଟକା, ‘ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା’

ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।

Ram Mandir
ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛି ଉପହାରର ସୁଅ, ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ

ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ।

CEO mother
ଫିଟୁଛି ନୃଶଂସ ସିଇଓ ମା’ର ଗୁମର; ତକିଆରେ ଚାପି ୪ ବର୍ଷର ପୁଅକୁ କରିଥିଲା ହତ୍ୟା !

ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।

Ram Temple inauguration
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ

ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।

Ram Temple
ରାମଙ୍କ ପାଇଁ ୭,୨୦୦ କିମି ଯାତ୍ରା; ପାଦରେ ଚାଲି ଚାଲି ଯାଉଛନ୍ତି ୬୪ ବର୍ଷିୟ ବୃଦ୍ଧ

ହାଇଦ୍ରାବାଦର ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ରାମଙ୍କ ପାଇଁ ଚରଣପାଦୁକା ଧରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁ ରାସ୍ତାରେ ପ୍ରଭୁ ଶ୍ରୀରାମ ରାମେଶ୍ୱର ଯାଇଥିଲେ, ସେହି ରାସ୍ତା ଦେଇ ଚଲ୍ଲା ଶ୍ରୀନିବାସ ଅଯୋଧ୍ୟା ବାହାରିଛନ୍ତି ।

Karnataka Assembly
ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ; ଦେହରେ କିରୋସିନି ଢାଳିଲେ ଗୋଟିଏ ପରିବାରର ୮ଜଣ

ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ପୋଲିସର କହିବା ଅନୁସାରେ ଋଣ ଫେରସ୍ତ ନକରିବାରୁ ବ୍ୟାଙ୍କ ସେମାନଙ୍କ ଘର ନିଲାମ କରିଥିଲା ।

Traffic police
ପୁଅକୁ କୋଳରେ ବସାଇ ଗାଡ଼ି ଶିଖାଉଥିଲେ ବାପା; ଭାଇରାଲ ହେଲା ଭିଡିଓ, ଗଣିଲେ ଜରିମାନା

ଭିଡିଓଟି ସୋସିଆଲ ମିଡିଆ ‘x’ରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଭିଡିଓଟିକୁ ପୋଷ୍ଟ କରିବା ସହ ଏହା ଟ୍ରାଫିକ୍‌ ନିୟମର ଖୁଲ୍ଲମଖୁଲା ଉଲ୍ଲଂଘନ କରୁଥିବା ଲେଖିଥିଲେ ।

Lord Rama on screen
ପ୍ରଭୁ ଶ୍ରୀରାମଙ୍କୁ ନେଇ ସବୁଠି ଚର୍ଚ୍ଚା; ଜାଣନ୍ତୁ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି କେଉଁ କଳାକାର

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ଦର୍ଶକଙ୍କଠାରେ ପହଞ୍ଚାଇ ହୃଦୟରେ ରାମ ଭକ୍ତି ଜାଗ୍ରତ କରିଥିଲେ ଅନେକ ଅଭିନେତା । ଯାହା ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି ।

Ram Mandir
ପ୍ରଭୁ ଶ୍ରୀରାମଙ୍କ ପାଇଁ ବଡ଼ ଉପହାର; ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍‌ ରହିଛି ୨୫ ଲକ୍ଷ ଟଙ୍କା ।