• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kejriwal
କେଜ୍ରିୱାଲ୍‌ଙ୍କ ଡିମାଣ୍ତ; ଜେଲ୍‌ରେ ମିଳୁ ଏହିସବୁ ସୁବିଧା..ଜାଣନ୍ତୁ..

ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

Bengal storm
ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼; ୫ ମୃତ, ୩ଶହରୁ ଊର୍ଦ୍ଧ୍ୱ ଆହତ

ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି ।

Delhi CM
ଜେଲ୍ ଗଲେ କେଜ୍ରିୱାଲ୍ 

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ କୁ ପଠାଇଛନ୍ତି । ଏପ୍ରିଲ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

Katchatheevu island
କାହିଁକି ଦେଇଥିଲେ ‘କଚାତିବୁ’ ? 

କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । 

Delhi CM
କେଜ୍ରିୱାଲଙ୍କୁ ପୁଣି ଜେଲ୍ ପଠାଇଲେ କୋର୍ଟ, ରିମାଣ୍ଡ ପରେ ହାଜର କରିଥିଲା ED

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ଜେଲ୍ ପଠାଇଛନ୍ତି ।

Katchatheevu island
କଂଗ୍ରେସକୁ ଧୋଇଲେ ଜୟଶଙ୍କର, କହିଲେ ନେହେରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା 'କଚାତିବୁ'

କଚାତିବୁକୁ ନେଇ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଇନି । ଆଜି ପ୍ରେସମିଟ୍ କରି ବିଗତ ଦିନର କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପାଇଁ ମୁଣ୍ଡ ବ୍ୟଥା ଥିଲା କଚାତିବୁ ।

Crime
ପତ୍ନୀ-ପିଲାଙ୍କୁ ହତ୍ୟା କରିବା ପରେ ମୃତଦେହ ସହ ତିନିରାତି କାଟିଲା ଅଭିଯୁକ୍ତ ସ୍ୱାମୀ

ନର ରାକ୍ଷସର ବର୍ବର କାଣ୍ତ । ପ୍ରଥମେ ନିଜ ପତ୍ନୀକୁ ମାରିଲା । ଏତିକିରେ ମନ ଶାନ୍ତି ହେଲାନି ଯେ, ପରେ ହତ୍ୟାକାଣ୍ତ ଦେଖିଥିବା ଦୁଇ ଛୁଆଙ୍କୁ ମଧ୍ୟ ମାରିଦେଲା । ଏପରି କାର୍ଯ୍ୟ କରିବା ପରେ ମୃତଦେହ ସହ ୩ ରାତି ମଧ୍ୟ ବିତାଇଥିଲା ।

Commercial Gas Cylinder
ଶସ୍ତା ହେଲା ଗ୍ୟାସ ଦର, ୧୯କେଜି ସିଲିଣ୍ଡର ପିଛା ୩୦ଟଙ୍କା ହ୍ରାସ

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।

New Tax regime
କାଲିଠୁ ଲାଗୁ ହେବ ନୂଆ ଆୟକର ନିୟମ; ମିଳିବ ବହୁ ସୁବିଧା...

ଆସନ୍ତାକାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଲାଗୁ ହେବ ନୂଆ ଆୟକର ନିୟମ । 

Trouble mounts for Congress
କଂଗ୍ରେସକୁ ଝଟକା; ପୁଣି ନୋଟିସ୍‌ ପଠାଇଲା IT, ଭରିବେ ୩୫୬୭ କୋଟି ଟଙ୍କାର ଟିକସ୍‌...

ଯେତିକି ପାଖଉଛି ନିର୍ବାଚନ ସେତିକି ସମସ୍ୟା ଭିତରେ ପଡୁଛି କଂଗ୍ରେସ । ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାବେଳେ ଆୟକର ବିଭାଗ ଦଳ ପାଇଁ ବଡ ସମସ୍ୟା ନେଇ ଆସିଛି ।

Bharat Ratna
ଘରକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି, ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରିଛନ୍ତି ।

Marriage
ବିବାହରେ ସମସ୍ୟା; କଲ କରନ୍ତୁ ଏହି ନମ୍ବରରେ, ସମାଧାନ କରିବ ଆମ ସଂସ୍ଥା ..

ଗୋଟିଏ ଫୋନକଲରେ ଜୀବନସାଥୀ! ଏପରି ଏକ ବିଜ୍ଞାପନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ଗୋଟେ ଭଲ ଜୀବନସାଥୀ ପାଇବା କଷ୍ଟକର ବ୍ୟାପାର ହୋଇଗଲାଣି । ଆଜିକାଲିର ଦୁନିଆରେ କାହାକୁ ଭରସା କରିବା କଷ୍ଟ ।

Drought
ଚାରିଆଡ଼େ ଶୁଖା, ଡହଳ ବିକଳ ପଶୁ-ପକ୍ଷୀ ! ନିଜ ବୋରୱେଲରୁ ନଦୀକୁ ପାଣି ଦେଲେ ଚାଷୀ

ସେହି ନଦୀ ଉପରେ ଭରସା କରୁଥିବା ଅନେକ ଲୋକ ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ । ହେଲେ ଜଣେ ଚାଷୀଙ୍କ ଏମିତି ଏକ ପ୍ରୟାସ ସମସ୍ତଙ୍କ ମୁହଁରେ ହସ ଫୁଟାଇଛି ।

Crime
ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

PM Modi
ଭାରତର ଦ୍ୱୀପକୁ ଶ୍ରୀଲଙ୍କାକୁ ବିକି ଦେଇଛି କଂଗ୍ରେସ, RTI ରେ ବଡ଼ ଖୁଲାସା

ଭାରତର ଗୁରୁତ୍ୱପୂର୍ଣ୍ଣ ଦ୍ୱୀପ କଚାତିବୁକୁ ଶ୍ରୀଲଙ୍କାକୁ ଟେକି ଦେଇଛି କଂଗ୍ରେସ । ଏଭଳି ଢଙ୍ଗରେ ଆଜି କଂଗ୍ରେସ ଉପରେ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ପୋଷ୍ଟରେ ମୋଦି ଏହି ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି ।

Fraud Call
+92 ରୁ କଲ ଆସିଲେ ସାବଧାନ, ଏହା ପାକିସ୍ତାନୀ କୋଡ୍‌ !

ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେବଳ ଲୋକମାନଙ୍କୁ ଠକିବା । ତେଣୁ ବିଦେଶୀ ନମ୍ବରରୁ ଆସୁଥିବା କଲ୍‌ ନଉଠାଇବାକୁ ଟେଲିକମ୍ ବିଭାଗ କହିଛି ।

Cake
ଜନ୍ମଦିନର ଖୁସି ନୋହିଲା, କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ ।

Russia
ପତ୍ନୀ ଓ ଚାକିରି ଲୋଭ ଦେଖାଇ ଭାରତୀୟଙ୍କୁ ଋଷ ସେନାରେ କରୁଛନ୍ତି ଭର୍ତ୍ତି !

କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।

  • Saturday, 30 March 2024
Kalpana meets Sunita Kerjiwal
ସୁନିତା କେଜ୍ରିୱାଲଙ୍କୁ ଭେଟିଲେ ଜେଲ୍‌ରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଭେଟିଛନ୍ତି ।

Air India
ଉଡ଼ାଣରେ ବିଳମ୍ବ କଲା ଏୟାର ଇଣ୍ଡିଆ, ଏବେ ଗ୍ରାହକଙ୍କୁ ଗଣିବ ୮୫ ହଜାର ତଣ୍ଡ

ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା । 

Ramlalla
ଅସହ୍ୟ ହେଲାଣି ତାତି; ହସ୍ତତନ୍ତ ବୁଣା ମଲମଲ କପଡାରେ ଝଲସିଲେଣି ରାମଲାଲା

ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।

168 roads closed as snow
କଲବଲ କରୁଛି ତୁଷାରପାତ; ବନ୍ଦ ହେଲା ୧୬୮ଟି ରାସ୍ତା...

ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।

BJP announces manifesto committee
୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କଲା ବିଜେପି

୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।

  • Saturday, 30 March 2024
  • BJP
Patna HighCourt
ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।

Arvind Kejriwal
ଆଉ ଜଣେ ଆପ୍‌ ନେତା କୈଳାଶ ଗେହଲଟ EDରେ ହାଜର !

ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।