କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।
ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ବେଳକାଳ ଭଲ ନାହିଁ ପରି ଲାଗୁଛି । ଆଗ ପରି ତାଙ୍କ ଦବଦବା ଆଉ ନାହିଁ । ତେଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି ।
କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ଏଡିଏମ୍, ଯନ୍ତ୍ରୀଙ୍କ ପରେ ଏବେ ପୋଲିସ୍ ବାବୁଙ୍କ ଘରେ ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ୧୧ଟି ଯାଗାରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ଜଣାପଡ଼ିଛି।
ଆଜିର ଦୁନିଆଁରେ ପ୍ରେମ ମହଙ୍ଗା ହୋଇଯାଇଛି। ପ୍ରେମର ଆଢୁଆଳରେ ମିଳୁଛି ପ୍ରତାରଣା। କିନ୍ତୁ ଜଣେ ମହିଳା ୭୩ ବର୍ଷରେ ପହଞ୍ଚିଥିଲେ ବି ତାଙ୍କୁ ମିଳିଛି ପ୍ରକୃତ ପ୍ରେମ। ଆସନ୍ତୁ ଜାଣିବା କିଏ ଏହି ସୌଭାଗ୍ୟବତୀ…
୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ।
ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ
ଏହି ମହାନ କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ସୌର ଜଗତରେ ଆଉ ଦିଶିବ ନାହିଁ ତାରା। ଏମିତି ଚାଚଂଲ୍ୟକର ତଥ୍ୟ ଦେଇଛନ୍ତି ବେଜ୍ଞାନିକ। ଯାହାକୁ ନେଇ ଏବେ କେବଳ ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି।
ଉପଗ୍ରହଭିତିକ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରକୁ ପ୍ରବେଶ କଲା ଜିଓ। ଏସ୍ଇଏସ୍ ସହିତ ଦେଶରେ ଆରମ୍ଭ କରିବ ସେବା। ମିଳିତ ଉଦ୍ୟୋଗର ନେଟ୍ୱର୍କ ଏସ୍ଇଏସ୍ର ଉପଗ୍ରହ ଦ୍ୱାରା ପରିଚାଳିତ ହେବ। ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମଧ୍ୟ ମିଳିବ ବ୍ରଡବ୍ୟାଣ୍ଡ୍ ସେବା।
ଦେଶ ପାଇଁ ଜୀବନ ଦେଇଥିବା ନାଉଗାଁ ବ୍ଲକ୍ ପାରିଶିଖର ପଞ୍ଚାୟତର ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ପରିବର୍ତ୍ତେ ଅସମ୍ମାନ।
ସାଧାରଣ ଜଣେ ଅଟୋ ଡ୍ରାଇଭର। କିନ୍ତୁ ତାଙ୍କ ଦେଶପ୍ରେମ ଦେଖିଲେ ଆପଣଙ୍କ ମୁଣ୍ଡ ଆପେ ନଇଁଯିବ।
ଜଣେ ମହିଳା ଭାବେ ସୁଷମା ସ୍ୱରାଜ ନାରୀ ସମାଜ ପାଇଁ ପ୍ରେରଣା। ତାଙ୍କର କାମ ଓ ଉଦାର ଗୁଣ ନେଇ ସେ ଆଜି ବି ଲୋକଙ୍କ ହୃଦୟରେ ରହିଯାଇଛନ୍ତି। ଖାଲି ଦେଶ ପାଇଁ ନୁହେଁ ବିଦେଶ ପାଇଁ ମଧ୍ୟ ଅନେକ କିଛି କରିଯାଇଛନ୍ତି। ଆଜି ବି ତାଙ୍କୁ ଦେଶ ଝୁରେ ଆଉ ବିଦେଶ ବି।
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା।
ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ ।
ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ।
ଝିଅ କି ପୁଅ ବାହାଘର ହେଲେ ଖୋଜାପଡେ ଉର୍ମିଳାଙ୍କୁ । ବାହାଘରରେ କନିଆଙ୍କୁ ଯେତେ ସୁନ୍ଦର ଭାବେ ସଜାଯାଇଥାଏ, ସେହିଭଳି ଘରର କାନ୍ତରେ ବି ସୁନ୍ଦର ଛବି ସହ ଶୁଭବିବାହର ଚିତ୍ର ଆଙ୍କି ଦିଅନ୍ତି ସେ ।
ପଂଚାୟତ ନିର୍ବାଚନ ପାଇଁ ଗାଁ ମୁହାଁ ନେତା। କାହାକୁ କରୋନା କମଳ ବାଂଟି ଦେଉଛନ୍ତି ତ କାହାର ଗୋଡ଼ ଧରିନେଉଛନ୍ତି...କହୁ କହୁ କହିଦେଉଛନ୍ତି ଆମେ ନେଇ ନେଇ ନେତା, ଆମେ ପୁଣି କାହାକୁ କ’ଣ ଦେବୁ?
ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
ଯେଉଁ ବୟସରେ ବହି ପଢିବା କଥା ସେହି ବୟସରେ ସେ ଲେଖିଛନ୍ତି ବହି । ଅନେକ ପ୍ରଶଂସା ବି ସାଉଁଟିଛନ୍ତି ।
ସ୍ୱାମୀଙ୍କୁ ଜୋରଦାର ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କୁ ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଖରାତରାରେ ବୁଲି ଦଳୀୟଗୁଣ ଗାନ କରିବା ସହ ଛୋଟ ପିଲାଙ୍କୁ କାରରେ ବସାଇ ଗେଲ କରୁଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ
ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ