• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Additional Sp Trinath Mishra

Addl SP Trinath Mishra Given Compulsory Retirement
ପୋଲିସ୍‌ ତାଉ ଦେଖାଇ ମାରିପିଟି ଖାଉଥିଲେ, ଏବେ ଚାକିରି ଗଲା...

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭିଜିଲାନ୍ସ ରେଡ୍‌ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା। 

Vigilance Raid
ଭିଜିଲାନ୍ସକୁ ଖୋଲା ଚାଲେଂଜ କଲେ ASPଙ୍କ ପତ୍ନୀ

ସବୁ ଗାଡ଼ି ନମ୍ବର 0005ର ଗୁମର ବି ଖୋଲିଛନ୍ତି ତ୍ରିନାଥଙ୍କ ପତ୍ନୀ କହିଛନ୍ତି।

Additional SP Trinath Mishra
ଭିଜିଲାନ୍ସ ଜାଲରେ ପୁଣି ବଡ ମାଛ: ପୋଲିସ ବାବୁଙ୍କ ମାଳ ମାଳ ସୌଖିନ ଗାଡି ସାଙ୍ଗକୁ ବିରାଟ ବ୍ୟବସାୟିକ ସାମ୍ରାଜ୍ୟ

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ।

Additional SP Trinath Mishra's eye-catching assets
ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି।

Massive Property Of  ASP Trinath Mishra
ବାପ୍‌ରେ ବାପ୍‌ ! ପୋଲିସ୍‌ ବାବୁଙ୍କର ଏତେ ଦାମୀ କାର୍‌, ବାଇକ୍‌; ସବୁ ଗାଡ଼ିର ନମ୍ବର- ୦୦୫

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍। ୧ କୋଟି ୧୧ ଲକ୍ଷ ଟଙ୍କାର BMW X7 ସିରିଜ୍‌ର କାରକୁ ଭିଜିଲାନ୍ସ ଟିମ୍ ଠାବ କରିଛି। 

Odisha Police Communication ASP Under Vigilance Scanner
ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। 

Vigilance Raid
୨ ମାସ ପରେ ଅବସର ନେଇଥାନ୍ତେ ଅତିରିକ୍ତ SP, ହେଲେ ତା’ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ୧୧ଟି ଯାଗାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ଜଣାପଡ଼ିଛି।